ଯୌନ କେଳେଙ୍କାରୀରେ ସମ୍ପୃକ୍ତି ନେଇ ଏମାନଙ୍କ ନାଁରେ ଉଠିଥିଲା ଅଭିଯୋଗ

ଚେନ୍ନାଇ: ନିକଟରେ ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ। ଏକ ହୋଟେଲରେ ସେ ଦେହ ବ୍ୟବସାୟ ଚଳାଉ ଥିଲେ ବୋଲି ଅଭିଯୋଗ ହୋଇଛି। ହୋଟେଲରୁ ସଙ୍ଗୀତାଙ୍କ ସହ ଆଉ କେତେ ଜଣ ଯୁବତୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ସେ ତାଙ୍କ ସହଯୋଗୀ ସତୀଶଙ୍କ ସହ ମିଶି ଝିଅମାନଙ୍କୁ ଫିଲ୍ଲ ଓ ଟିଭିରେ ଅଭିନୟର ଲାଳସା ଦେଖାଇ ଏହି ବ୍ୟବସାୟ କରାଉଥିଲେ। ଖାଲୀ ସଙ୍ଗୀତା ନୁହଁନ୍ତି ପୂର୍ବରୁ ଏମିତି ଅନେକ ଅଭିନେତ୍ରୀ ଏହି […]

prost

prost

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 07:42 AM IST

Sports

Latest News

ଚେନ୍ନାଇ: ନିକଟରେ ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ। ଏକ ହୋଟେଲରେ ସେ ଦେହ ବ୍ୟବସାୟ ଚଳାଉ ଥିଲେ ବୋଲି ଅଭିଯୋଗ ହୋଇଛି। ହୋଟେଲରୁ ସଙ୍ଗୀତାଙ୍କ ସହ ଆଉ କେତେ ଜଣ ଯୁବତୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ସେ ତାଙ୍କ ସହଯୋଗୀ ସତୀଶଙ୍କ ସହ ମିଶି ଝିଅମାନଙ୍କୁ ଫିଲ୍ଲ ଓ ଟିଭିରେ ଅଭିନୟର ଲାଳସା ଦେଖାଇ ଏହି ବ୍ୟବସାୟ କରାଉଥିଲେ।

ଖାଲୀ ସଙ୍ଗୀତା ନୁହଁନ୍ତି ପୂର୍ବରୁ ଏମିତି ଅନେକ ଅଭିନେତ୍ରୀ ଏହି ଅନୈତିକ କାରବାର କରି ପୋଲିସ ହାବୁଡରେ ପଡିଛନ୍ତି। ଏହି ଅଭିନେତ୍ରୀଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତ ସହ ଜଡିତ ବୋଲି ଜଣାପଡିଛି । ତା ହେଲେ ଆସନ୍ତୁ ଜାଣିବା ପୂର୍ବରୁ ଏଭଳି ଅଳିଆରେ ଫଶିଥିବା ଅଭିନେତ୍ରୀମାନେ କିଏ।

ଶ୍ୱେତା ବାସୁ ପ୍ରସାଦ- ବଲିଉଡ୍‌ର ଶିଶୁ କଳାକାର ଭାବେ ନାଁ କମାଇଥିବା ଶ୍ୱେତାଙ୍କୁ ୨୦୧୪ ମସିହାରେ ଦେହ ବ୍ୟବସାୟ ଚଳାଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ହାଇଦ୍ରାବାଦରୁ ତାଙ୍କୁ ଗିରଫ କରାଯାଇଥିଲା। ମାତ୍ର ସେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ଅସ୍ୱୀକାର କରିଥିଲେ। ପରବର୍ତ୍ତି ସମୟରେ ହାଇଦ୍ରାବାଦର ସ୍ୱତନ୍ତ୍ର ଅଦାଲତ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଖାରଜ କରିଥିଲେ।

ସାର୍ଲିନ୍‌ ଚୋପ୍ରା- କାମସୂତ୍ର ଚଳଚ୍ଚିତ୍ରରେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ସାର୍ଲିନ୍‌ ଚୋପ୍ରା ଏକ ସାକ୍ଷାତକାରରେ ଏହିଭଳି ଘୃଣ୍ୟ କାର୍ଯ୍ୟରେ ଜଡିତ ଥିବା କଥା ଏକଦା ନିଜେ ସ୍ୱୀକାର କରିଥିଲେ। ସେ ବାଧ୍ୟବାଧକତାରେ ଏଭଳି ଏକ ହୀନ ବୃତ୍ତିରେ ପ୍ରବେଶ କରିଥିଲେ ବୋଲି କହିଥିଲେ।

ମିଷ୍ଟି ମୁଖାର୍ଜୀ- ମୁମ୍ବାଇର ଲୋଖନୱାଲା ଆପାର୍ଟମେଣ୍ଟରେ ରହୁଥିବା ମିଷ୍ଟିଙ୍କ ଘରେ ମୁମ୍ବାଇ ପୋଲିସ ଚଢାଉ କରି ୨୫,୦୦୦ ବ୍ଲୁ ସିଡି ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ରହିଥିଲା ପ୍ରାୟ ୨ ଲକ୍ଷ ଟଙ୍କା। ଏହି ଘଟଣାରେ ପୋଲିସ ତାଙ୍କ ବାପା ଓ ଭାଇଙ୍କୁ ଗିରଫ କରିଥିଲା। ହେଲେ ମିଷ୍ଟି ଏହି ଘଟଣାରେ ସମ୍ପୃକ୍ତ ନ ଥିବା କହି ସଫେଇ ଦେଇଥିଲେ।

ୟମୁନା- କନ୍ନଡ ଚଳଚ୍ଚିତ୍ରର ଏହି ଜଣାଶୁଣା ଅଭିନେତ୍ରୀଙ୍କୁ ୨୦୧୧ ମସିହାରେ ବାଙ୍ଗାଲୋରର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ। ସେ ଏଠାରେ ଏକ ସେକ୍ସ ରାକେଟ୍‌ ଚଳାଉଥିଲେ ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story