ସୋନାଙ୍କୁ ଧମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଗାୟିକା ସୋନା ମହାପାତ୍ରଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ସେ ଟ୍ୱିଟ୍‌ କରି କହିଛନ୍ତି। ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି। ଭିଡିଓରେ ଅଶ୍ଲୀଳତା ରହିଛି ବୋଲି ଫାଉଣ୍ଡେସନ୍ ଦାବି କରିଛି। ଏପରିକି ମଦରିୟା ଫାଉଣ୍ଡେସନ୍ ସୋନାଙ୍କ ୫ ବର୍ଷର ଏକ ପୁରୁଣା […]

sonam,,

sonam,,

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 01:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଗାୟିକା ସୋନା ମହାପାତ୍ରଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ସେ ଟ୍ୱିଟ୍‌ କରି କହିଛନ୍ତି। ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି।

ଭିଡିଓରେ ଅଶ୍ଲୀଳତା ରହିଛି ବୋଲି ଫାଉଣ୍ଡେସନ୍ ଦାବି କରିଛି। ଏପରିକି ମଦରିୟା ଫାଉଣ୍ଡେସନ୍ ସୋନାଙ୍କ ୫ ବର୍ଷର ଏକ ପୁରୁଣା ଭିଡିଓକୁ ନେଇ ମଧ୍ୟ ଆପତ୍ତି ଉଠାଇଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।ଧମକ ମିଳିବା ପରେ ସୋନା ସୁରକ୍ଷା ଯୋଗାଇ ଦେବା ପାଇଁ  ମୁମ୍ବାଇ ପୋଲିସ୍‌କୁ  ଅନୁରୋଧ କରିଛନ୍ତି।

ସୋନାଙ୍କ ସପକ୍ଷରେ ବାହାରିଛନ୍ତି ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର। ସେ ଘଟଣାକୁ ନିନ୍ଦା କରିବା ସହ, ସୋନାଙ୍କୁ ଧମକ ଦେଇଥିବା ସଂଗଠନ ବିରୋଧରେ ଟ୍ୱିଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କବି ଅମୀର ଖୁସରୋଙ୍କ ସଂଗୀତ କେବଳ ସୁଫିମାନଙ୍କର ନୁହଁ, ଏହା ସାରା ଭାରତୀୟଙ୍କର ବୋଲି ଧର୍ମଗୁରୁମାନଙ୍କୁ ଚେତାଇ ଦେଇଛନ୍ତି ଜାଭେଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story