୩୧ ଅଗଷ୍ଟ, ଗୁରବାର: କେମିତି କଟିବ ଆଜିର ଦିନ

ମେଷ: ହାଲିଆ, ଅଳସୁଆ ଓ ବ୍ୟଗ୍ରତା ଅନୁଭବ କରି ପାରନ୍ତି। କଥାରେ କଥାରେ କ୍ରୋଧ ଅନୁଭବ କରିବେ। ଧ୍ୟାନ ରଖନ୍ତୁ ପରିବାର ଓ ବ୍ୟବସାୟିକ କ୍ଷେତ୍ରରେ କ୍ଷତି ସହି ପାରନ୍ତି। କୌଣସି ଧାର୍ମିକ କିମ୍ୱା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇ ପାରନ୍ତି। ଘରୁ ବାହାରିବା ସମୟରେ ପାନମହୁରି ଖାଇ ବାହାରନ୍ତୁ। ବୃଷ: ସମ୍ପତ୍ତି କିଣିବା ପାଇଁ ଯୋଜନା କରି ପାରନ୍ତି। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଅସୁସ୍ଥତା […]

zodaic1

zodaic1

Rakesh Mallick
  • Published: Thursday, 31 August 2017
  • Updated: 13 September 2017, 11:38 AM IST

Sports

Latest News

ମେଷ: ହାଲିଆ, ଅଳସୁଆ ଓ ବ୍ୟଗ୍ରତା ଅନୁଭବ କରି ପାରନ୍ତି। କଥାରେ କଥାରେ କ୍ରୋଧ ଅନୁଭବ କରିବେ। ଧ୍ୟାନ ରଖନ୍ତୁ ପରିବାର ଓ ବ୍ୟବସାୟିକ କ୍ଷେତ୍ରରେ କ୍ଷତି ସହି ପାରନ୍ତି। କୌଣସି ଧାର୍ମିକ କିମ୍ୱା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇ ପାରନ୍ତି। ଘରୁ ବାହାରିବା ସମୟରେ ପାନମହୁରି ଖାଇ ବାହାରନ୍ତୁ।

ବୃଷ: ସମ୍ପତ୍ତି କିଣିବା ପାଇଁ ଯୋଜନା କରି ପାରନ୍ତି। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଅସୁସ୍ଥତା ଅନୁଭବ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଠିକ୍ ସମୟରେ କାର୍ଯ୍ୟ କରି ପାରିବେ ନାହିଁ। ଯୋଗ-ଧ୍ୟାନ କରିବା ଦ୍ୱାରା ମାନସିକ ରୂପରେ ଶାନ୍ତି ଅନୁଭବ କରିବେ।

ମିଥୁନ: ମନୋରଞ୍ଜନ ତଥା ଆମୋଦ-ପ୍ରମୋଦରେ ବ୍ୟସ୍ତ ରହିବେ। ବନ୍ଧୁ କିମ୍ୱା ପ୍ରିୟଜନଙ୍କ ସହ ଆନନ୍ଦର ବାତାବରଣରେ ସମୟ କଟିବ। ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ହଠାତ୍ ଅର୍ଥହାନୀ ହୋଇପାରେ। ପରିବାରରେ ବିବାଦ ଦେଖା ଦେଇପାରେ। ଠାକୁର ପୂଜାରେ କିଛି ସମୟ କାଟନ୍ତୁ।

କର୍କଟ: କିଛି ମାତ୍ରାରେ ଚିନ୍ତାରେ ରହିପାରନ୍ତି। ପରିବାରରୁ ସହଯୋଗ ମିଳିବ ଓ ସେମାନଙ୍କ ସହ ସମୟ ଅତିବାହିତ କରିପାରନ୍ତି। ବୃତ୍ତିରେ ନିଜ ମନ ପସନ୍ଦ ଅନୁଯାୟୀ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭାନ୍ୱିତ ହେବେ। ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସ୍‌ରେ ଉତ୍ତମ ବାତାବରଣ ପାଇବେ।

ସିଂହ: ଦିନସାରା ଆଳସ୍ୟ ଅନୁଭବ କରିବେ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାମାନଙ୍କ ପାଖରୁ ଶୁଭ ଖବର ମିଳି ପାରେ। ବନ୍ଧୁଙ୍କୁ ସାକ୍ଷାତ କରି ଖୁସି ହେବେ। ଧାର୍ମିକ ଓ ପରୋପକାର କାର୍ଯ୍ୟ କରି ପାରନ୍ତି।

କନ୍ୟା: ବ୍ୟସ୍ତତା ଭିତରେ ଦିନ କଟିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଯାତ୍ରା ଯୋଗ ରହିଛି। କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଯାହାଫଳରେ ଶାରୀରିକ ଓ ମାନସିକ କ୍ଷେତ୍ରରେ ଅସୁସ୍ଥତା ଅନୁଭବ କରିବେ। ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। କୌଣସି କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ବାପା-ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାଇ-ଭଉଣୀଙ୍କ ସମ୍ପର୍କ ଭଲ ରହିବ। ଧାର୍ମିକ କାର୍ଯ୍ୟ ଆୟୋଜନ କରି ପାରନ୍ତି। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ବିଦେଶରୁ ଶୁଭ ସମାଚାର ପାଇବେ। ସମ୍ମାନ ମିଳିବ।

ବିଛା: ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ପଦ-ପ୍ରତିଷ୍ଠା ମିଳିପାରେ। ଥଣ୍ଡା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନିଜ କଥା ପରେ ନିୟନ୍ତ୍ରଣ ରଖିଲେ ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟା ଏତେ ଭଲ ନୁହେଁ।

ଧନୁ: ଅଫିସ୍‌ରେ ଝଗଡ଼ାରୁ ଦୂରେଇ ରୁହନ୍ତୁ।  ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଯଶ ଓ କୀର୍ତ୍ତି ପାଇବେ।

ମକର: ଆର୍ଥିକ କ୍ଷେତ୍ର ମଜଭୁତ ରହିବ। ବ୍ୟବସାୟରେ ଲାଭ ପାଇବେ। ପାରିବାରିକ ଝଗଡ଼ାରୁ ନିଜକୁ ଦୂରେଇ ରଖନ୍ତୁ। ମନ ଅସ୍ଥିର ରହିବ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। କୋର୍ଟ-କଚେରୀ କାର୍ଯ୍ୟରେ ଅସଫଳତା ମିଳିବ।

କୁମ୍ଭ: ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି।  ବ୍ୟବସାୟରେ ଲାଭବାନ୍ ହେବେ। ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ। ଆୟ ବଢ଼ିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ସମସ୍ୟା ଦୂରେଇ ଯିବ। ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି ଓ ବ୍ୟବସାୟରେ ସଫଳତା ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ସନ୍ତୁଷ୍ଟ ରହିବେ। ଏଥିପାଇଁ ଖୁସି ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story