ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ: କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସିଡିଏମ୍‌ଓ

ସମ୍ବଳପୁର: ସମ୍ବଲପୁରର ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମୃତ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ସିଡିଏମ୍ଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏଥିସହ ସମ୍ପୂର୍ଣ୍ଣ କ୍ଷତିପୂରଣ ନେଇ ମଙ୍ଗଳବାର ଆଲୋଚନା କରାଯିବ ବୋଲି ମଧ୍ୟ ସିଡିଏମ୍ଓ କହିଛନ୍ତି। ଏହାପରେ ମୃତଦେହକୁ ସଂସ୍କାର ପାଇଁ ପଠାଯାଇଛି। ଚାରମାଳ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟ ପ୍ରଶାନ୍ତ ନାୟକଙ୍କ ଅସୁସ୍ଥତା ଜନିତ ମୃତ୍ୟୁ […]

ambulance

ambulance

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 06:36 PM IST

Sports

Latest News

ସମ୍ବଳପୁର: ସମ୍ବଲପୁରର ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମୃତ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ସିଡିଏମ୍ଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏଥିସହ ସମ୍ପୂର୍ଣ୍ଣ କ୍ଷତିପୂରଣ ନେଇ ମଙ୍ଗଳବାର ଆଲୋଚନା କରାଯିବ ବୋଲି ମଧ୍ୟ ସିଡିଏମ୍ଓ କହିଛନ୍ତି। ଏହାପରେ ମୃତଦେହକୁ ସଂସ୍କାର ପାଇଁ ପଠାଯାଇଛି।

ଚାରମାଳ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟ ପ୍ରଶାନ୍ତ ନାୟକଙ୍କ ଅସୁସ୍ଥତା ଜନିତ ମୃତ୍ୟୁ ହେବା ପରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍ ହୋଇଥିଲା। କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀମାନେ ମୃତଦେହ ରଖି ସଦର ହସ୍ପିଟାଲ ଆଗରେ ଧାରଣାରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story