କବିତା ପୁସ୍ତକ ‘ଭୁଲି କି ପାରେ ସତେ’ ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ କବିୟତ୍ରୀ ହେମନ୍ତ କୁମାରୀ ଦେବୀଙ୍କର କ୍ଷୁଦ୍ର କବିତା ସଂକଳନ ‘ଭୁଲି କି ପାରେ ସତେ’ର ଉନ୍ମୋଚନ ଉତ୍ସବ ଦି ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡିଶା ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା କବିୟତ୍ରୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟପିକା ବୀଣାପାଣି ମହାନ୍ତି ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଚ୍ଚିତାନନ୍ଦ ମହାନ୍ତି ଉପସ୍ଥିତ ରହି କବିଙ୍କ […]

kabita

kabita

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 02:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ କବିୟତ୍ରୀ ହେମନ୍ତ କୁମାରୀ ଦେବୀଙ୍କର କ୍ଷୁଦ୍ର କବିତା ସଂକଳନ ‘ଭୁଲି କି ପାରେ ସତେ’ର ଉନ୍ମୋଚନ ଉତ୍ସବ ଦି ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡିଶା ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା କବିୟତ୍ରୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟପିକା ବୀଣାପାଣି ମହାନ୍ତି ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଚ୍ଚିତାନନ୍ଦ ମହାନ୍ତି ଉପସ୍ଥିତ ରହି କବିଙ୍କ ସୃଷ୍ଟି ଉପରେ ଆଲୋକପାତ କରିଥିଲେ।

କବି ତଥା ଆଲୋଚକ କେଦାର ମିଶ୍ର କବିତା ବିଷୟରେ ଆଲୋଚନା କରିଥିଲେ। ଲେଖିକାଙ୍କ କନ୍ୟା ତଥା ପ୍ରାଧ୍ୟାପିକା ବିନୋଦିନୀ ଦାସ ଉପସ୍ଥିତ ରହି ଲେଖିକାଙ୍କ ସ୍ମୃତିଚାରଣ କରିଥିଲେ। ଆରମ୍ଭରେ ଦୀପ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଗୀତିକାର ଅଭିରାମ ସଙ୍ଗୀତୟନ କରିଥିଲେ। ପଶ୍ଚିମା ପବ୍ଲିକେସନ୍‌ର ମୁଖ୍ୟ ଅଶୋକ ମହାନ୍ତି ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story