କଳା ପଲ୍‌ସରରେ ଆସିଲେ, ବନ୍ଧୁକ ଦେଖାଇ ଲୁଟିଲେ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ପଶ୍ଚିମ ଓଡ଼ିଶାରେ ଲେଉଟିଲା କଳା ପଲ୍‌ସର ଆତଙ୍କ। କଳା ପଲ୍‌ସରରେ ଆସିବା ୩ ଜଣ ଯୁବକ ମୁଖା ପିନ୍ଧି ବ୍ୟାଙ୍କରେ ପଶିଲେ। ପରେ ବନ୍ଧୁକ ଦେଖାଇ ଲୁଟି ନେଲେ ୧୦ ଲକ୍ଷ ୯୩ ହଜାର ଟଙ୍କା। ଆଜି ଅପରାହ୍ଣରେ ଏପରି ଲୁଟ୍‌ ସମ୍ୱଲପୁର ଜିଲ୍ଲାରେ ଘଟିଛି। ସବୁଦିନ ପରି ଆଜି ଜମନକିରା ଆନ୍ଧ୍ର ବ୍ୟାଙ୍କ ଶାଖା ଖୋଲିଥିଲା। କର୍ମଚାରୀ ଓ ଗ୍ରାହକମାନେ ବ୍ୟାଙ୍କକୁ ଅସିଥିଲେ। ଅପରାହ୍ଣ ୩.୪୦ ମିନିଟ୍‌ରେ ୩ ଜଣ ଯୁବକ […]

Bike riders loot 10 lakhs at gun point

Bike riders loot 10 lakhs at gun point

Ordigital Desk
  • Published: Friday, 03 August 2018
  • Updated: 03 August 2018, 05:51 PM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ପଶ୍ଚିମ ଓଡ଼ିଶାରେ ଲେଉଟିଲା କଳା ପଲ୍‌ସର ଆତଙ୍କ। କଳା ପଲ୍‌ସରରେ ଆସିବା ୩ ଜଣ ଯୁବକ ମୁଖା ପିନ୍ଧି ବ୍ୟାଙ୍କରେ ପଶିଲେ। ପରେ ବନ୍ଧୁକ ଦେଖାଇ ଲୁଟି ନେଲେ ୧୦ ଲକ୍ଷ ୯୩ ହଜାର ଟଙ୍କା। ଆଜି ଅପରାହ୍ଣରେ ଏପରି ଲୁଟ୍‌ ସମ୍ୱଲପୁର ଜିଲ୍ଲାରେ ଘଟିଛି।

ସବୁଦିନ ପରି ଆଜି ଜମନକିରା ଆନ୍ଧ୍ର ବ୍ୟାଙ୍କ ଶାଖା ଖୋଲିଥିଲା। କର୍ମଚାରୀ ଓ ଗ୍ରାହକମାନେ ବ୍ୟାଙ୍କକୁ ଅସିଥିଲେ। ଅପରାହ୍ଣ ୩.୪୦ ମିନିଟ୍‌ରେ ୩ ଜଣ ଯୁବକ ମୁଖା ପିନ୍ଧି ଏକ କଳା ପଲ୍‌ସର୍‌ରେ ଆସିଲେ। ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ବ୍ୟାଙ୍କ ଭିତରେ ପଶିଥିଲେ। ପରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲକରରେ ଥିବା ଟଙ୍କା ଲୁଟି ନେଇଥିଲେ। ଗଲା ବେଳେ ସିସିଟିଭିର ହାର୍ଡଡିସ୍କ ତାଡି ନେଇ ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଜମନକିରା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story