ବିଭିନ୍ନ ଯୋଜନାରେ ଅନିୟମିତତା, ଆନ୍ଦୋଳନକୁ ଓହ୍ଲାଇଲା ବିଜେପି

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଂଚାୟତରେ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଦୁରୁପୋଯୋଗ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ବିଜେପି କର୍ମୀ। ଦଳ ପକ୍ଷରୁ ବ୍ଲକ ଆଗରେ ଆନ୍ଦୋଳନ କରାଯାଇଥିଲା। ଏହି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ଠିକ୍‌ରେ କାମ ହେଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ […]

13967ae0-dd00-4a59-af17-f42dc0ea1c91

13967ae0-dd00-4a59-af17-f42dc0ea1c91

Ordigital Desk
  • Published: Monday, 21 May 2018
  • Updated: 21 May 2018, 06:04 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଂଚାୟତରେ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଦୁରୁପୋଯୋଗ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ବିଜେପି କର୍ମୀ। ଦଳ ପକ୍ଷରୁ ବ୍ଲକ ଆଗରେ ଆନ୍ଦୋଳନ କରାଯାଇଥିଲା। ଏହି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ଠିକ୍‌ରେ କାମ ହେଉନଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ପରଜଙ୍ଗ ବ୍ଲକ କାର୍ଯ୍ୟ।ଳୟ ଆଗରେ ବିଜେପି କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ପରେ ୧୪ ଦଫା ଏକ ଦାବିପତ୍ର ବିଡିଓଙ୍କୁ ଦେଇଥିଲେ। ଏହି ଅଭିଯୋଗ ବିଷୟରେ କଲଦା ପଂଚାୟତ ସରପଞ୍ଚ ଦିଲୀପ କୁମାର ବିଶ୍ଵାଳ କହିଛନ୍ତି ଯେ, ଏହା ଏକ ରାଜନୈତିକ ଅଭିଯୋଗ। ଏହାର କିଛି ସତ୍ୟତା ନାହିଁ। ପରଜଙ୍ଗ ବିଡିଓ ବସନ୍ତ କୁମାର ମଲ୍ଲିକ କହିଛନ୍ତି ଯେ, ଏବିଡିଓ ଓ ବ୍ଲକ ସହକାରୀ ଯନ୍ତ୍ରୀ ଯାଇ ତଦନ୍ତ କରିବେ। ତାପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story