ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଜନଶୁଣାଣିରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନୋମିକ୍‌ ଜୋନରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିର୍ମାଣ ପାଇଁ ଆଜି ହୋଇଥିବା ଜନଶୁଣାଣିରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିବା ସହ ଜନଶୁଣାଣି କାର୍ଯ୍ୟକ୍ରମ ଆଗକୁ ଆଗେଇ ଥିଲା। ଆଜି ବ୍ରହ୍ମପୁର ବିଦ୍ୟାଳୟର ଖେଳ ପଡ଼ିଆରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ […]

bramhapur

bramhapur

Rakesh Mallick
  • Published: Friday, 02 December 2016
  • Updated: 02 December 2016, 08:55 PM IST

Sports

Latest News

bramhapurବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନୋମିକ୍‌ ଜୋନରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିର୍ମାଣ ପାଇଁ ଆଜି ହୋଇଥିବା ଜନଶୁଣାଣିରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିବା ସହ ଜନଶୁଣାଣି କାର୍ଯ୍ୟକ୍ରମ ଆଗକୁ ଆଗେଇ ଥିଲା।

ଆଜି ବ୍ରହ୍ମପୁର ବିଦ୍ୟାଳୟର ଖେଳ ପଡ଼ିଆରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ଟାଟା କର୍ତ୍ତୃପକ୍ଷ ସୁଶାନ୍ତ ମିଶ୍ର, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀଙ୍କ ସମେତ ବିସ୍ଥାପିତ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧି, ଶ୍ରମିକ ନେତା, ପୂର୍ବତନ ବିଧାୟକ ଏବଂ ବିଡିଓ ଯୋଗ ଦେଇଥିଲେ। ତେବେ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ପ୍ରକୃତ ହିତାଧିକାରୀଙ୍କୁ ଡକାଯାଇ ନ ଥିବା ଓ ଶୁଣାଣି ପାଇଁ ନାମ ଡକାରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଗୋଟିଏ ଗୋଷ୍ଠୀ ସଭା ମଣ୍ଡପକୁ ଚଢ଼ି ହୋ-ହାଲ୍ଲା କରିଥିଲେ। ସେମାନଙ୍କୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନିକ ଅଧିକାରୀମାନେ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story