‘କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ନଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ନାହିଁ। ପୋଷାକରେ ଲାଗିଥିବା ଦାଗ ପୀଡ଼ିତାଙ୍କ ଶରୀରରୁ ନିର୍ଗତ ଅଂଶ। କୋଲକାତା କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବରୁ ଆସିଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ। ୨୦୧୭ ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ […]

kunduli-1

kunduli-1

Rakesh Mallick
  • Published: Monday, 12 March 2018
  • Updated: 12 March 2018, 06:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ନାହିଁ। ପୋଷାକରେ ଲାଗିଥିବା ଦାଗ ପୀଡ଼ିତାଙ୍କ ଶରୀରରୁ ନିର୍ଗତ ଅଂଶ। କୋଲକାତା କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବରୁ ଆସିଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ।

୨୦୧୭ ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ଼ ମେଡ଼ିକାଲର ଏକ ଡାକ୍ତରୀ ଦଳ ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେତେବେଳେ ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବିଭିନ୍ନ ରାଜନୈତିକ ଦଳର ପ୍ରଦିବାଦରେ କୋରାପୁଟ ବନ୍ଦ କରିଦେଇଥିଲେ। ଗଣଦୁଷ୍କର୍ମ ଘଟଣାରେ ଯବାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଚାଲିଥିବା ବେଳେ ପୀଡ଼ିତା ଗଣଦୁଷ୍କର୍ମରେ ଶିକାର ହୋଇନଥିବା ତଦନ୍ତକାରୀ ଅଧିକାରୀମାନେ କହିଥିଲେ। ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଉତ୍ତେଜନା ଲାଗିରହିବାରୁ ରାଜ୍ୟ ଫୋରେନ୍‌ସିକ୍‌ ଲାବୋରେଟୋରିର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ପୋଷାକରେ ଦୁଇଟି ସିମେନ୍‌ ଥିବା ସେହି ରିପୋର୍ଟରେ ଉଲ୍ଲେଖ ରହିଥିଲା। ମାତ୍ର ଏହାକୁ ପ୍ରାଥମିକ ରିପୋର୍ଟ କରି ରାଜ୍ୟ ଫୋରେନ୍‌ସିକ ଲାବୋରେଟୋରି ମାମଲାକୁ ଏଡାଇ ଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ହୋ-ହଲ୍ଲା ହେବା ପରେ ରାଜ୍ୟ ସରକାର ଅଡୁଆରେ ପଡ଼ି ଯାଇଥିଲେ। ଶେଷରେ ପୀଡ଼ିତାଙ୍କ ପୋଷାକ ପରୀକ୍ଷା ପାଇଁ କୋଲକାତା କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବରୁ ପଠାଇବାକୁ ପୋଲିସ୍‌ ଡିଜି ନିର୍ଦ୍ଦେଶ ଦେଇଥିଲେ।

ଆଜି କୋଲକାତା କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବରୁ ରିପୋର୍ଟ ଆସିଛି। ଯେଉଁଥିରେ ଉଲ୍ଲେଖ ରହିଛି, ପୀଡ଼ିତାଙ୍କ ପୋଷାକରେ ସିମେନ ଦାଗ ନାହିଁ। ଲାଗିଥିବା ଦାଗ ପୀଡ଼ିତାଙ୍କ ଶରୀରରୁ ନିର୍ଗତ ଅଂଶ ବିଶେଷ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story