ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ଓ ୩୦ ଦୁଇଦିନ ଧରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ‘ଓଡ଼ିଶା ଦକ୍ଷତା ୨୦୧୮’ ପ୍ରତିଯୋଗିତା। ଏହା ପୂର୍ବରୁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦକ୍ଷତା ୨୦୧୮ର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିରେ ୬ଟି କ୍ଷେତ୍ରର ଏବଂ ୨୫ଟି ଟ୍ରେଡରେ ରାଜ୍ୟର ପ୍ରାୟ ୫ହଜାର ୯ଶହ ୫ ବୈଷୟିକ ଶିକ୍ଷା ଓ ତାଲିମ ବର୍ଗର ଛାତ୍ରଛାତ୍ରୀ ଓ ଯୁବ ଶିଳ୍ପୋଦ୍ୟୋଗୀ ଭାଗ ନେବେ। ଏହାସହ ଭୁବନେଶ୍ୱର ସ୍କିଲ୍ଡ ମ୍ୟାପକୁ ମଧ୍ୟ ଲୋକାର୍ପିତ କରାଯାଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।