କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ପ୍ରସଙ୍ଗ: ଆସନ୍ତାକାଲି ବସିବ ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦର ସମାଧାନ ପାଇଁ ଆସନ୍ତାକାଲି କଂଗ୍ରେସ ବିଧାୟକଙ୍କ ବୈଠକ ବସିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ୧୨ ଜଣ ବିଧାୟକଙ୍କୁ ଆଲୋଚନା ଲାଗି ଡାକିଛନ୍ତି । ଗୁରୁବାର ପୂର୍ବାହ୍ନ ୧୧ଟାରେ ସେମାନଙ୍କୁ ପିସିସି ଅଫିସରେ ହାଜର ହେବାକୁ କୁହାଯାଇଛି । ଏମାନେ ଦିଲ୍ଲୀରେ ହାଇମାଣ୍ଡଙ୍କ ପାଖରେ କ’ଣ ଫେରାଦ […]

prasad-harichandan

prasad-harichandan

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 04:52 PM IST

Sports

Latest News

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦର ସମାଧାନ ପାଇଁ ଆସନ୍ତାକାଲି କଂଗ୍ରେସ ବିଧାୟକଙ୍କ ବୈଠକ ବସିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ୧୨ ଜଣ ବିଧାୟକଙ୍କୁ ଆଲୋଚନା ଲାଗି ଡାକିଛନ୍ତି । ଗୁରୁବାର ପୂର୍ବାହ୍ନ ୧୧ଟାରେ ସେମାନଙ୍କୁ ପିସିସି ଅଫିସରେ ହାଜର ହେବାକୁ କୁହାଯାଇଛି । ଏମାନେ ଦିଲ୍ଲୀରେ ହାଇମାଣ୍ଡଙ୍କ ପାଖରେ କ’ଣ ଫେରାଦ ହେଲେ ଓ ତାକୁ ନେଇ କାହିଁକି ଦ୍ୱନ୍ଦ ସୃଷ୍ଟି ହେଲା ତାହାର କାରଣ ଖୋଜିବେ ପିସିସି ସଭାପତି । ବିଧାୟକଙ୍କୁ ଶୁଣିବା ପରେ ତାହାର ସମାଧାନ ଲାଗି ବାଟ ବାହାର କରିବେ ପିସିସି ସଭାପତି । ତେବେ ସନ୍ଧ୍ୟାରେ ବିରୋଧୀ ଦଳ ନେତା ଡାକିଥିବା ବୈଠକକୁ ବାତିଲ କରାଯାଇଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଦଳୀୟ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ବିଧାୟକମାନଙ୍କୁ ପିସିସି ସଭାପତି ଆଲୋଚନା ଲାଗି ଡାକିଛନ୍ତି । ମୋତେ ଏହି ବୈଠକକୁ ଡକାଯାଇନାହିଁ । ତେଣୁ ମୋର ସେଠାକୁ ଯିବାର ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story