୧୫ ଦିନ ପରେ ଜଣାପଡ଼ିଲା ସତ: ଡାକ୍ତର କହିଲେ ‘ତୁମ ଝିଅ ସହ ଦୁଷ୍କର୍ମ ହୋଇଛି’

କଟକ (ଓଡ଼ିଶା ରିପୋର୍ଟର): ଗତକାଲି କୁନି ଝିଅର ଦେହ ଖରାପ ହେଲା। କାମରୁ ଫେରି ବାପା-ମାଆ ଝିଅର ଅବସ୍ଥା ଦେଖି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଯାହା କହିଲେ ତାହା ଶୁଣି ବାପା-ମାଆଙ୍କ ହୋସ୍‌ ଉଡି ଯାଇଥିଲା। ପାଦ ତଳୁ ମାଟି ଖସି ଯାଇଥିଲା। ଝିଅର ଏପରି ଅବସ୍ଥା କିଏ କଲା, ତାକୁ ନେଇ ବିଚଳିତ ହୋଇପଡ଼ିଲେ ସମସ୍ତେ। ପଚରା ଉଚରା ପରେ ଝିଅ କହିଥିଲା କଳଙ୍କିତ ଦିନର କରୁଣ […]

balatakar

balatakar

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 09:38 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଗତକାଲି କୁନି ଝିଅର ଦେହ ଖରାପ ହେଲା। କାମରୁ ଫେରି ବାପା-ମାଆ ଝିଅର ଅବସ୍ଥା ଦେଖି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଯାହା କହିଲେ ତାହା ଶୁଣି ବାପା-ମାଆଙ୍କ ହୋସ୍‌ ଉଡି ଯାଇଥିଲା। ପାଦ ତଳୁ ମାଟି ଖସି ଯାଇଥିଲା। ଝିଅର ଏପରି ଅବସ୍ଥା କିଏ କଲା, ତାକୁ ନେଇ ବିଚଳିତ ହୋଇପଡ଼ିଲେ ସମସ୍ତେ। ପଚରା ଉଚରା ପରେ ଝିଅ କହିଥିଲା କଳଙ୍କିତ ଦିନର କରୁଣ ଯନ୍ତ୍ରଣା କଥା।

ଆଜକୁ ୧୫ ଦିନ ତଳର ଘଟଣା। ପ୍ରବଳ ଖରା। ବାପା କାମରୁ ଫେରିଥାଆନ୍ତି। ଥଣ୍ଡା ପାଣି ବାପାଙ୍କୁ ଦେବା ପାଇଁ ପ୍ରବଳ ଖରାରେ ୧୧ ବର୍ଷର ଝିଅ ବରଫ ଆଣିବାକୁ ଗଲା। କିନ୍ତୁ ଜାଣିନଥିଲା ସେଠରେ ବସିଛି ରାକ୍ଷସ। ବଳାତ୍କାରରେ ଶିକାର ହେଲା ଝିଅ। ନିଜ ବାପ ବୟସର ଜଣେ ବ୍ୟକ୍ତି(୬୦) ତାଙ୍କ(ନାବାଳିକା) ହାତ ଓ ଗୋଡ଼ ବାନ୍ଧି ପକାଇଲା। ତା’ପରେ ତାକୁ ଦୁଷ୍କର୍ମ କଲା। କିନ୍ତୁ ଝିଅଟି ଭୟରେ ଏ ସମ୍ପର୍କରେ ବାପା-ମାଆଙ୍କୁ କିଛି କହିନଥିଲେ।

ଗତକାଲି ହଠାତ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଝିଅ ସହ ଦୁଷ୍କର୍ମ ହୋଇଥିବା କହିଥିଲେ ଡାକ୍ତର। ଏହି କଥା ଶୁଣିବା ପରେ ପରିବାର ଲୋକଙ୍କ ହାଲ୍‌ତ ସୁଖି ଗଲା। ସହଜରେ ଏହି କଥାକୁ ବିଶ୍ୱାସ କରିପାରିନଥିଲେ ଝିଅଟିର ବାପା-ମାଆ। ପରେ ଝିଅକୁ ପଚାରିବାରୁ ସତ କଥା ପଦାକୁ ଆସିଥିଲା। ଏନେଇ ମଧୁପାଟଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଗନ୍ନାଥ ମହାପାତ୍ରଙ୍କୁ ଗିରଫ କରିଛି।

ଚାଇଲ୍ଡ ଲାଇନ୍‌ ଅଧିକାରୀଙ୍କ କହିବା ଅନୁସାରେ, ନାବାଳିକାଙ୍କ ବାପା-ମାଆ କାମ କରି ପରିବାର ଚଳାନ୍ତି। ଘରେ ନାବାଳିକା ଜଣକ ଏକା ରୁହନ୍ତି। ଅଭିଯୁକ୍ତ ଜଣକ ନାବାଳିକାର ଘରକୁ ଯାଇ ବଳପୂର୍ବକ ଦୁଷ୍କର୍ମ କରିଛନ୍ତି। ଯାହାଫଳରେ ତା’ ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଝିଅଟି ଏବେ ଚାଲି ପାରୁନାହିଁ। ଏପରିକି ଠିକ୍‌ରେ ବସି ପାରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story