ମେ’ ପହିଲାରୁ ଆରମ୍ଭ ହେବ ଜୟବିଜୟ ଦ୍ୱାର ମରାମତି

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ। ଏଥିପାଇଁ ମାସେ ସମୟ ଲାଗିବ। ଏନେଇ ଏଏସ୍‌ଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମଗାଯାଇଛି। ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତା’ସହ ଭକ୍ତମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର ବୈଠକ […]

jaga

jaga

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 10:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ମରାମତି କାମ। ଏଥିପାଇଁ ମାସେ ସମୟ ଲାଗିବ। ଏନେଇ ଏଏସ୍‌ଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମଗାଯାଇଛି। ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତା’ସହ ଭକ୍ତମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର ବୈଠକ ବସିବ। ଏହାଛଡ଼ା ଶ୍ରୀମନ୍ଦିର ବେଢ଼ାରେ ଥିବା ମୁକ୍ତିମଣ୍ଡପ ସାଙ୍ଗକୁ ଅନ୍ୟ ମନ୍ଦିର ସବୁର ସ୍ଥିତି ସମ୍ପର୍କରେ ରିପୋର୍ଟ ମଗାଯାଇଛି ମନ୍ଦିର ପ୍ରଶାସନ, ଏଏସ୍ଆଇ। ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ଆସିବା ପରେ ଆବଶ୍ୟକସ୍ଥଳେ ଏହାର ମରାମତି ହେବ। ବର୍ତ୍ତମାନ ସମୟରେ ଠାକୁରଙ୍କ ନୀତିକାନ୍ତି ଠିକ୍‌ରେ ଚାଲିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story