ଜଗା ପିନ୍ଧିଲା ସ୍ୱତନ୍ତ୍ର ହେଲମେଟ୍‌

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗାକୁ ସ୍ୱତନ୍ତ୍ର ଭାବେ ତିଆରି ହେଲମେଟ୍ ପିନ୍ଧାଯାଇଛି। ଏହା ଜଗାର ଖପୁରିକୁ ସୁରକ୍ଷା ଦେବ। ତେବେ କାଳିଆ ପାଇଁ ହେଲମେଟ୍ ପ୍ରସ୍ତୁତ ହୋଇ ନ ଥିବା ସୂଚନା ମିଳିଛି। ଜଗା,କାଳିଆଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ କଟକ ଏସସିବିରୁ ୫ ଜଣିଆ ଡାକ୍ତରୀ ଟିମ୍&zwnj; ଏମ୍ସ ଯିବେ ବୋଲି ସୂଚନା ମିଳିଛି।</p> <p>କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।</p>

Ordigital Desk
  • Published: Thursday, 22 February 2018
  • Updated: 22 February 2018, 05:49 PM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗାକୁ ସ୍ୱତନ୍ତ୍ର ଭାବେ ତିଆରି ହେଲମେଟ୍ ପିନ୍ଧାଯାଇଛି। ଏହା ଜଗାର ଖପୁରିକୁ ସୁରକ୍ଷା ଦେବ। ତେବେ କାଳିଆ ପାଇଁ ହେଲମେଟ୍ ପ୍ରସ୍ତୁତ ହୋଇ ନ ଥିବା ସୂଚନା ମିଳିଛି। ଜଗା,କାଳିଆଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ କଟକ ଏସସିବିରୁ ୫ ଜଣିଆ ଡାକ୍ତରୀ ଟିମ୍&zwnj; ଏମ୍ସ ଯିବେ ବୋଲି ସୂଚନା ମିଳିଛି।</p><p>କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos