କେନ୍ଦ୍ରାପଡାରେ ଇଦ୍ ପାଳିତ

kendrapada

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ସହରରେ ବହୁ ଆନନ୍ଦ ଓ ଲଲ୍ଲାସ ସହ ଇଦ୍ ପାଳିତ ହେଉଛି। ଆଳି ଓ ଡେରାବିଶ ଆଦି ବିଭିନ୍ନ ସ୍ଥାନରେ ସମୂହ ନାମଜ ପାଠ କରାଯାଇଥିଲା। ଏକ ମାସ ଧରି ନିଷ୍ଠାର ସହ ରମଜାନ୍ ଶେଷ କରିବା ପରେ ଆଜି ଇଦ୍ ପାଳନ କରାଯାଉଛି। ଏହି ଅବସରରେ ଗରିବ ଲୋକ ମାନଙ୍କୁ  ଦାନ କରିବା ସହ ନୂଆ ବସ୍ତ୍ର ପିନ୍ଧି  ନିଜ ବନ୍ଧୁ ବର୍ଗ ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ।

Previous ArticleNext Article

Send this to a friend