କୋଣାର୍କରେ ଅଘଟଣ, ମାର୍ବଲ ପଡ଼ି ଭାଙ୍ଗିଗଲା ଶ୍ରମିକଙ୍କ ଗୋଡ଼

କୋଣାର୍କ( ସଞ୍ଜୟ ପତି): କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଜୟଦୁର୍‌ ଶେଖ୍। ତାଙ୍କ ଘର  ପଶ୍ଚିମବଂଗରେ ବୋଲି ଜଣାପଡ଼ିଛି।

ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଆଜି ସକାଳେ ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାମ ଚାଲୁଥିବା ବେଳେ ତାଙ୍କ ଉପରେ ମାର୍ବଲ ପଡ଼ି ଯାଇଥିଲା।  ଫଳରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ପ୍ରଥମେ ତାଙ୍କୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Previous ArticleNext Article

Send this to a friend