ମାଟ୍ରିକ୍ ରେଜଲ୍ଟ: ଖରାପ ପ୍ରଦର୍ଶନ କରିଥିବା ସ୍କୁଲର ଶିକ୍ଷକଙ୍କ ବିରୋଧରେ ସରକାର ନେବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଚଳିତ ବର୍ଷର ମୋଟ ପାସ୍ ହାର ୭୬ ଦଶମିକ ୨୩ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରୁ ୧ ହଜାର ୭୧୫ଜଣଙ୍କୁ A1 ଗ୍ରେଡ୍ ମିଳିଥିବା ବେଳେ A2 ଗ୍ରେଡରେ ୧୫ ହଜାର ୬୮୯, B1 ଗ୍ରେଡରେ ୩୯ ହଜାର ୨୫୨, B2 ଗ୍ରେଡରେ ୬୮ ହଜାର ୯ଜଣ, C ଗ୍ରେଡରେ ୯୮ ହଜାର ୯୪୭, D ଗ୍ରେଡରେ ୧ଲକ୍ଷ ୨୭ ହଜାର ୨୪୩, E ଗ୍ରେଡରେ […]

rfe

rfe

Rakesh Mallick
  • Published: Monday, 07 May 2018
  • Updated: 07 May 2018, 12:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଚଳିତ ବର୍ଷର ମୋଟ ପାସ୍ ହାର ୭୬ ଦଶମିକ ୨୩ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରୁ ୧ ହଜାର ୭୧୫ଜଣଙ୍କୁ A1 ଗ୍ରେଡ୍ ମିଳିଥିବା ବେଳେ A2 ଗ୍ରେଡରେ ୧୫ ହଜାର ୬୮୯, B1 ଗ୍ରେଡରେ ୩୯ ହଜାର ୨୫୨, B2 ଗ୍ରେଡରେ ୬୮ ହଜାର ୯ଜଣ, C ଗ୍ରେଡରେ ୯୮ ହଜାର ୯୪୭, D ଗ୍ରେଡରେ ୧ଲକ୍ଷ ୨୭ ହଜାର ୨୪୩, E ଗ୍ରେଡରେ ୮୭ ହଜାର ୨୭୯ ଏବଂ F ଗ୍ରେଡରେ ୧ଲକ୍ଷ ୩୬ ହଜାର ୭୧୭ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ଚଳିତବର୍ଷ ୬ଲକ୍ଷ ୮ ହଜାର ୬୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  ମୋଟ ୭୬.୨୩ ପିଲା ପାସ୍ କରିଛନ୍ତି।

ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍  ହାର ଅଧିକ ରହିଛି।  ୨ଲକ୍ଷ ୧୬ ହଜାର ୩୦୫ଜଣ ଛାତ୍ର ପାସ୍  କରିଥିବା ବେଳେ ୨ଲକ୍ଷ ୨୨ହଜାର ୪୩ଜଣ ଛାତ୍ରୀ ପାସ୍ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସହାର ୮୮ ଦଶମିକ ୧୫ ପ୍ରତିଶତ ଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ପାସହାର ୫୯ ଦଶମିକ ୩୨ ପ୍ରତିଶତ ରହିଛି।

ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ୍ ରେଜଲ୍ଟକୁ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ବ୍ରଦି ନାରାୟଣ ପାତ୍ର ଓ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଘୋଷଣା କରିବା ସହିତ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ।

ପରୀକ୍ଷାଫଳ ପୁସ୍ତିକା ସହିତ ୱେବସାଇଟ୍  ଓ ଏସ୍ଏମ୍ଏସ୍ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ କୌଣସି ମୋବାଇଲରେ OR10 SPACE ROLL NUMBER ଲେଖି ୫୬୭୬୭୫୦ ନମ୍ବରକୁ SMS କରି ପରୀକ୍ଷାଫଳ ପାଇପାରିବେ ଛାତ୍ରଛାତ୍ରୀ।

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲ ଗୁଡିକ ଉପରେ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ଯେଉଁ ସ୍କୁଲ ଗୁଡ଼ିକର ଶହେ ପ୍ରତିଶତ ଛାତ୍ର ଫେଲ୍‌ ହୋଇଛନ୍ତି, ସେହି ସ୍କୁଲର ଶିକ୍ଷକମାନେ ଉତ୍ତରଦାୟୀ ହେବେ। ରେଜଲ୍ଟ କାହଁକି ଖରାପ ହେଲା, ସେଥିପ୍ରତି ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କହିଛନ୍ତି ବିଭାଗୀୟ ସଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story