ବଂଶୀଧରଙ୍କ ଶେଷ ଦର୍ଶନ ପାଇଁ ଆସିଲେନି ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ବହୁ ରାଜନେତା, ଶିଳ୍ପପତି, ବୁଦ୍ଧିଜୀବୀ, ସାଧାରଣ ଜନତା। ହେଲେ ବିଜେଡିର କୌଣସି ନେତାଙ୍କୁ ତାଙ୍କ ବାସଭବନରେ ଦେଖିବାକୁ ମିଳି ନଥିଲା। ମୁଖ୍ୟମନ୍ତ୍ରୀ କେବଳ ଏକ ଶୋକବାର୍ତ୍ତା ଦେଇ ଚୁପ ହୋଇଗଲେ। ଏପରିକି ସେ ନିଜେ ମଧ୍ୟ ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
ମୁଖ୍ୟମନ୍ତ୍ରୀ ଓ ବିଜେଡିର କୌଣସି ନେତା ନଆସିବାକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି କ୍ଷୋଭ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, “ରାଜନୀତିରେ ମାନବିକତା ପଳାଇ ଯାଉଛି, ଏତେ ତଳକୁ ଚାଲିଯିବା ଉଚିତ ନୁହେଁ।” ଏପଟେ “ସାରା ଜାତି ପାଇଁ ଏହା ଏକ ଅପମାନ” ବୋଲି କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ। ସେହିପରି “ସୌଜନ୍ୟତାର ଘୋର ଅଭାବ ରହିଛି” ବୋଲି କହିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ।”
ମୁଖ୍ୟମନ୍ତ୍ରୀ କି ବିଜେଡି ନେତା ବଂଶୀଧରଙ୍କ ଶେଷ ଦର୍ଶନ ପାଇଁ ନଆସିବା ନେଇ କ’ଣ କହୁଛନ୍ତି ବିଶିଷ୍ଟ ବ୍ୟକ୍ତିମାନେ ଦେଖନ୍ତୁ ଏହି ଭିଡିଓରେ।
Ordigital Desk
• Published: Tuesday, 22 May 2018
• Updated: 22 May 2018, 08:43 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos