ବଦଳିଲେ ପୁଲିସ୍ କମିଶନର୍‌ ଓ ୪ ଜିଲ୍ଲା ଏସ୍‌ପି 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ  କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସମେତ ୪ଟି ଜିଲ୍ଲାର ଏସପିଙ୍କ ବଦଳି ହୋଇଛି । ଟୁଇନ୍ ସିଟି ପୁଲିସ୍ କମିଶନର ଭାବେ ଏଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ବଦଳି କରାଯାଇଛି । ପୁଲିସ୍ କମିଶନର ୱାଇ.ବି.ଖୁରାନିଆଙ୍କୁ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି । ସେହିପରି ଆଇଜି ସଞ୍ଜିବ ପଣ୍ଡାଙ୍କୁ […]

police

police

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ  କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସମେତ ୪ଟି ଜିଲ୍ଲାର ଏସପିଙ୍କ ବଦଳି ହୋଇଛି । ଟୁଇନ୍ ସିଟି ପୁଲିସ୍ କମିଶନର ଭାବେ ଏଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ବଦଳି କରାଯାଇଛି । ପୁଲିସ୍ କମିଶନର ୱାଇ.ବି.ଖୁରାନିଆଙ୍କୁ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି । ସେହିପରି ଆଇଜି ସଞ୍ଜିବ ପଣ୍ଡାଙ୍କୁ ରାଜ୍ୟ ପରିବହନ କମିଶନର ଭାବେ  ବଦଳି କରାଯାଇଥିବାବେଳେ ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଓଏସ୍ଏପି  ଆଇଜି ଭାବେ ନିଯୁକ୍ତି ମିଳିଛି । ସେହିପରି କ୍ରାଇମବ୍ରାଞ୍ଚ  ଏସପି ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ  ଭଦ୍ରକ ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି । ଭଦ୍ରକ ଏସପି ଆଇପିଏସ୍ ବାଟ୍ଟୁଲା ଗଙ୍ଗାଧରଙ୍କୁ କଳାହାଣ୍ଡି ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି । ସେହିପରି କଳାହାଣ୍ଡି ଏସପି ଆଇପିଏସ୍ ମଧୁକର ସନ୍ଦୀପ ସମ୍ପଦଙ୍କୁ କ୍ରାଇମବ୍ରାଞ୍ଚ ଏସଁପି ଭାବେ ବଦଳି କରାଯାଇଛି । ସେହିପରି ଓଡ଼ିଶା ପୁଲିସ୍ ସେବାର ୨ଜଣ ଅଫିସରଙ୍କୁ ପଦୋନ୍ନତି ସହ ଏସପି ଭାବେ ନିଯୁକ୍ତି ମିଳିଛି । ଓପିଏସ୍ ଦେବପ୍ରସାଦ ଦାଶଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଓପିଏସ୍ ଶଶୀଭୂଷଣ ଶତପଥୀଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story