ଡେଲାଙ୍ଗ ମାଟି ତଳେ ପ୍ରାକୃତିକ ଇନ୍ଧନ; ଖୋଳୁ ଖୋଳୁ କ’ଣ ହେଲା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେଲାଙ୍ଗ ମାଟିତଳେ ପ୍ରାକୃତିକ ଗ୍ୟାସ ଓ ତୈଳ ଅଛି। ସାଟେଲାଇଟ୍&zwnj; ତଥ୍ୟକୁ ଭିତ୍ତିକରି ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥା ବାତୋଇ ଗାଁରେ ଅନୁସନ୍ଧାନ ଚଳାଇ ଥିଲା। ପ୍ରକୃତିକ ଗ୍ୟାସ ଓ ତୈଳ ସମ୍ପର୍କରେ ସନ୍ଧାନ ପାଇବା ପାଇଁ ମାଟି ତଳେ ବିସ୍ଫୋରଣ କରାଯାଇଥିଲା। ଯାହାଦ୍ୱାରା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରର କାନ୍ଥ ଫାଟି ଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏପଟେ ସଂସ୍ଥାର ପିଆର୍&zwnj;ଓ&nbsp; କହିଛନ୍ତି, ତଦନ୍ତ ପରେ କ୍ଷତିପୂରଣ ଦିଆଯିବ।</p> <p>ବାଲେଶ୍ୱର ଜିଲ୍ଲା ଔପଦାରେ ମାଟିତଳେ ତୈଳ ଓ ଗ୍ୟାସ ଥିବା ସାଟେଲାଇଟ&zwnj;୍&zwj; ଜଣା ପଡ଼ିବା ପରେ ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା।</p>

Ordigital Desk
  • Published: Sunday, 25 March 2018
  • Updated: 25 March 2018, 04:55 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେଲାଙ୍ଗ ମାଟିତଳେ ପ୍ରାକୃତିକ ଗ୍ୟାସ ଓ ତୈଳ ଅଛି। ସାଟେଲାଇଟ୍&zwnj; ତଥ୍ୟକୁ ଭିତ୍ତିକରି ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥା ବାତୋଇ ଗାଁରେ ଅନୁସନ୍ଧାନ ଚଳାଇ ଥିଲା। ପ୍ରକୃତିକ ଗ୍ୟାସ ଓ ତୈଳ ସମ୍ପର୍କରେ ସନ୍ଧାନ ପାଇବା ପାଇଁ ମାଟି ତଳେ ବିସ୍ଫୋରଣ କରାଯାଇଥିଲା। ଯାହାଦ୍ୱାରା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରର କାନ୍ଥ ଫାଟି ଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏପଟେ ସଂସ୍ଥାର ପିଆର୍&zwnj;ଓ&nbsp; କହିଛନ୍ତି, ତଦନ୍ତ ପରେ କ୍ଷତିପୂରଣ ଦିଆଯିବ।</p><p>ବାଲେଶ୍ୱର ଜିଲ୍ଲା ଔପଦାରେ ମାଟିତଳେ ତୈଳ ଓ ଗ୍ୟାସ ଥିବା ସାଟେଲାଇଟ&zwnj;୍&zwj; ଜଣା ପଡ଼ିବା ପରେ ଭାରତୀୟ ତୈଳ ଓ ଗ୍ୟାସ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos