କାଳ ହେଲା କାଳବୈଶାଖୀ: ଅମଳ ପୂର୍ବରୁ ଉଜୁଡ଼ି ଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ପିଆଜ

ନୂଆପଡ଼ା (ମାୟାଧର ସରାଫ): କାଳବୈଶାଖୀର ଅଦିନିଆ ବର୍ଷା ଏବେ ନୂଆପଡ଼ା ଜିଲ୍ଲାର ଚାଷୀଙ୍କୁ କନ୍ଦାଇବା ଆରମ୍ଭ କରିଛି। ଅମଳ ହେବାକୁ ଥିବା ପିଆଜ କିଆରିରେ ଅଦିନିଆ ବର୍ଷା ଯୋଗୁ ପାଣି ଜମି ରହି ଶହଶହ କ୍ୱିଣ୍ଟାଲ ପିଆଜ ନଷ୍ଟ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପିଆଜ ଚାଷର ଗାଁ କାଲିମାଟି। ଗାଁରେ ଥିବା ୮୦ଟି ପରିବାର ପ୍ରତିବର୍ଷ ୧୦୦ ଏକରରୁ ଅଧିକ ଜମିରେ ପିଆଜ ଚାଷ କରିଥାନ୍ତି। ଚଳିତ ବର୍ଷ ମରୁଡ଼ି […]

Onion

Onion

Ordigital Desk
  • Published: Tuesday, 22 May 2018
  • Updated: 22 May 2018, 10:23 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): କାଳବୈଶାଖୀର ଅଦିନିଆ ବର୍ଷା ଏବେ ନୂଆପଡ଼ା ଜିଲ୍ଲାର ଚାଷୀଙ୍କୁ କନ୍ଦାଇବା ଆରମ୍ଭ କରିଛି। ଅମଳ ହେବାକୁ ଥିବା ପିଆଜ କିଆରିରେ ଅଦିନିଆ ବର୍ଷା ଯୋଗୁ ପାଣି ଜମି ରହି ଶହଶହ କ୍ୱିଣ୍ଟାଲ ପିଆଜ ନଷ୍ଟ ହୋଇଯାଇଛି।

ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପିଆଜ ଚାଷର ଗାଁ କାଲିମାଟି। ଗାଁରେ ଥିବା ୮୦ଟି ପରିବାର ପ୍ରତିବର୍ଷ ୧୦୦ ଏକରରୁ ଅଧିକ ଜମିରେ ପିଆଜ ଚାଷ କରିଥାନ୍ତି। ଚଳିତ ବର୍ଷ ମରୁଡ଼ି ଯୋଗୁଁ ଧାନଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ, ପିଆଜ କିନ୍ତୁ ଭଲ ଚାଷ ହୋଇଥିଲା। ଆଉ ଦିନ କେତେଟା ପରେ ଅମଳ ହୋଇଥାନ୍ତା। କେତେ ଚାଷୀ ତ ପିଆଜ ଅମଳ ଆରମ୍ଭ ବି କରି ଦେଇଥିଲେ। କିନ୍ତୁ କାଳବୈଶାଖୀର ଅଦିନିଆ ବର୍ଷା ଚାଷୀଙ୍କୁ ନିରାଶ କରି ଦେଇଛି। ଲଗାତାର କାଳବୈଶାଖୀ ବର୍ଷା ହେବା ଯୋଗୁଁ ପାଣି ପିଆଜ କିଆରିରେ ଜମା ହୋଇ ରହି ଯାଇଥିଲା। ଫଳରେ ପିଆଜ ସଢି ନଷ୍ଟ ହେବାକୁ ଯାଉଛି।

ଯେଉଁ ଚାଷୀମାନେ ଅମଳ କରି ଜମିରେ ପିଆଜ ରଖିଥିଲେ ସେ ପିଆଜ ମଧ୍ୟ ନଷ୍ଟ ହୋଇ ଯାଇଛି। କାଲିମାଟି ଗାଁର ପିଆଜ ଚାଷୀ ଅର୍ଜୁନ ନାଏକ କହନ୍ତି- "ସେ ଚଳିତବର୍ଷ ଦେଢ଼ ଏକର ଜମିରେ ପିଆାଜ ଚାଷ କରିଥିଲେ। ଅଦିନିଆ ବର୍ଷାରେ ପିଆଜ ନଷ୍ଟ ହୋଇଗଲା। ଲୋକେ ଏ ପିଆଜକୁ କିଣୁ ନାହାଁନ୍ତି। କ୍ୱିଣ୍ଟାଲ ୪୦୦ରୁ ୫୦୦ ଟଙ୍କା ମାଗୁଛନ୍ତି। ବିକିଲେ କ୍ଷତି, ରଖିଲେ ବି କ୍ଷତି। ସମସ୍ୟାରେ ପଡ଼ି ଯାଇଛି।"

କେବଳ ଅର୍ଜୁନ ନୁହନ୍ତି ଗାଁର ସୁମନି ହାତୀ, ସୁଶୀଳା ହାତୀ, ଗୋପାଳ ହାତୀ, ଶଶିଭୂଷଣ ହାତୀ, ଦୁର୍ଯୋଧନ ହାତୀଙ୍କ ପରି ଅନେକ ଚାଷୀଙ୍କ ଏକା ସମସ୍ୟା ଭୋଗୁଛନ୍ତି। ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ୩୦୦ ହେକ୍ଟର ଜମିରେ ପିଆଜ ଚାଷ କରା ଯାଇଥିଲା। ୨୦୦ ହେକ୍ଟର ଜମିରେ ଉଦ୍ୟାନ ବିଭାଗ ସହାୟତାରେ ପିଆଜ ଚାଷ କରା ଯାଇଥିବା ବେଳେ ୧୦୦ ହେକ୍ଟର ଜମିରେ ଚାଷୀ ନିଜ ଉଦ୍ୟମରେ ପିଆଜ ଚାଷ କରିଥିଲେ।

କାଳବୈଶାଖୀ ପ୍ରଭାବରେ କାଲିମାଟି, ନୂଆଗାଁ, ଲୋହଣ୍ତୋପାଲି, ସାଲେପଡା ଆଦି ଗାଁରେ ପିଆଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଓ ଉଦ୍ୟାନ ବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଉ ଥିବା ଇନଚାର୍ଜ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ମନବୋଧ ମାଝୀ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story