ନାବାଳିକା ଦୁଷ୍କର୍ମ ରୋକିବ ‘ପରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ଆଜି ‘ପରୀ’ ରଥ ଶୁଭାରମ୍ଭ କରାଯାଇଛି। ପୂର୍ବରୁ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଭୁବନେଶ୍ୱେରରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଶୀଘ୍ର ସାରିବା ସହ ଏସବୁ ମାମଲାରେ ଶୀଘ୍ର ଚାର୍ଜସିଟ କରିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ଏହାଛଡା କୋର୍ଟରେ ଏସବୁ ମାମଲାର ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଅନୁରୋଧ […]

pari rath will travell all over odisha

pari rath will travell all over odisha

Rakesh Mallick
  • Published: Monday, 21 May 2018
  • Updated: 21 May 2018, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ଆଜି ‘ପରୀ’ ରଥ ଶୁଭାରମ୍ଭ କରାଯାଇଛି। ପୂର୍ବରୁ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଭୁବନେଶ୍ୱେରରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଶୀଘ୍ର ସାରିବା ସହ ଏସବୁ ମାମଲାରେ ଶୀଘ୍ର ଚାର୍ଜସିଟ କରିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ଏହାଛଡା କୋର୍ଟରେ ଏସବୁ ମାମଲାର ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଅନୁରୋଧ କରାଯାଉଛି।

ନାବାଳିକାଙ୍କ ପ୍ରତି ବଢି ଚାଲିଥିବା ଦୁଷ୍କର୍ମ ମାମଲାକୁ ଆଖି ଆଗରେ ରଖି ପୋଲିସ ‘ପରୀ’ ରଥ ନାଁରେ ସଚେତନତା କାର୍ଯ୍ୟକ୍ରମ ୨୮ ତାରିଖରୁ ଆରମ୍ଭ କରିବାକୁ ଯାଉଛି। ‘ପରୀ’ ରଥରେ ୪ଜଣ ପୋଲିସ କର୍ମଚାରୀ ରହିବେ। ୧୫ ଟି ରଥ ସବୁ ଜିଲ୍ଲାରେ ବୁଲି ସଚେତନତା ବାର୍ତ୍ତା ଦେବ। ତଥ୍ୟ କହୁଛି- ଏହିସବୁ ମାମଲାରେ ୮୧ ପ୍ରତିଶତ ଅଭିଯୁକ୍ତ ଘଟଣା ଘଟିବାର ୪୮ ଘଣ୍ଟା ଭିତରେ ଧରାପଡୁଛନ୍ତି। ୯୨ ପ୍ରତିଶତ ନାବାଳିକା ଦୁଷ୍କର୍ମ ଘଟଣାରେ ପଡୋଶୀ ଓ ସଂପର୍କୀୟ ତଥା ଆଖପାଖର ଲୋକ ଜଡିତ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story