‘ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ, ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ’

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ। ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ଯାଉଛି। ଖୁବ୍‌ଶୀଘ୍ର ଘଟଣା ଉପରୁ ପର୍ଦ୍ଦା ହଟିବ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ବିବାହ ଉପହାର ଖୋଲୁଥିବା ବେଳେ ହୋଇଥିଲା ବିସ୍ଫୋରଣ। ବଲାଙ୍ଗିର ମେଡ଼ିକାଲରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ […]

parsal

parsal

Rakesh Mallick
  • Published: Monday, 23 April 2018
  • Updated: 23 April 2018, 05:19 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ। ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ଯାଉଛି। ଖୁବ୍‌ଶୀଘ୍ର ଘଟଣା ଉପରୁ ପର୍ଦ୍ଦା ହଟିବ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି।

ମାର୍ଚ୍ଚ ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ବିବାହ ଉପହାର ଖୋଲୁଥିବା ବେଳେ ହୋଇଥିଲା ବିସ୍ଫୋରଣ। ବଲାଙ୍ଗିର ମେଡ଼ିକାଲରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ଚିକିତ୍ସିତ ହୋଇ ଫେରିଛନ୍ତି ରୀମାରାଣୀ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ଭଇଁସା ଜ୍ୟୋତି ବିକାଶ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର, ଅନ୍ୟ ଜଣେ ଅଧ୍ୟାପକ ଉମେଶ ମଟାରୀଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଏମାନଙ୍କ ମଧ୍ୟରୁ ଫାର୍ମାସିଷ୍ଟ ରାଜକୁମାର ଦାସଙ୍କୁ ଛାଡ଼ି ଦେଇଥିଲା। ଆଜି ପୁଣି ଆଉ ୩ ଜଣଙ୍କୁ ଉଠାଇ ନେଇଛି। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ  ଦିଲ୍ଲୀପ ଦାସ, କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ ଓ ବୈଭସୁତ ବିନ୍ଧାଣୀ। ଏହାଛଡ଼ା ସନ୍ଧାନୀ କୁକୁର ସହ କଲେଜରେ ଛାନଭିନ କଳାଇଛି କ୍ରାଇମବ୍ରାଞ୍ଚ। କଲେଜର ସବୁ କର୍ମଚାରୀଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story