ଦୁଇ ଇଟାଲୀ ପର୍ଯ୍ୟଟକଙ୍କୁ ଝୁରୁଛି ଦାରିଙ୍ଗବାଡ଼ି, ପଚାରୁଛି-ତୁମେ କେଉଁଠି ଅଛ?

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଏକ ମାଓପ୍ରବଣ ଜିଲ୍ଲା। ଦିନେ ଏହି ଜିଲ୍ଲା ସମଗ୍ର ଦେଶରେ ଚର୍ଚ୍ଚାରେ ଥିଲା। ଏଥିପାଇଁ ଓଡ଼ିଶା ଲଜ୍ଜିତ ମଧ୍ୟ ହୋଇଥିଲା। କାରଣ, ଦାରିଙ୍ଗବାଡ଼ିର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥିବା ଦୁଇ ଇଟାଲୀ ପର୍ଯ୍ୟଟକ ପାଓଲୋ ବୋସୁସ୍କୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ମାଓବାଦୀମାନେ ଅପହରଣ କରିନେଇ ଥିଲେ। ଦୀର୍ଘ ୫ ବର୍ଷ ପରେ ଏହି ଦୁଇ ବିଦେଶୀ ନାଗରିକଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ହେଲେ କୌଣସି ଅପହରଣ […]

naxal kid

naxal kid

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 08:29 PM IST

Sports

Latest News

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଏକ ମାଓପ୍ରବଣ ଜିଲ୍ଲା। ଦିନେ ଏହି ଜିଲ୍ଲା ସମଗ୍ର ଦେଶରେ ଚର୍ଚ୍ଚାରେ ଥିଲା। ଏଥିପାଇଁ ଓଡ଼ିଶା ଲଜ୍ଜିତ ମଧ୍ୟ ହୋଇଥିଲା। କାରଣ, ଦାରିଙ୍ଗବାଡ଼ିର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥିବା ଦୁଇ ଇଟାଲୀ ପର୍ଯ୍ୟଟକ ପାଓଲୋ ବୋସୁସ୍କୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ମାଓବାଦୀମାନେ ଅପହରଣ କରିନେଇ ଥିଲେ। ଦୀର୍ଘ ୫ ବର୍ଷ ପରେ ଏହି ଦୁଇ ବିଦେଶୀ ନାଗରିକଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ହେଲେ କୌଣସି ଅପହରଣ କିମ୍ବା ଅଭିଯୋଗକୁ ନେଇ ନୁହେଁ, ବରଂ ସେମାନେ ଅପହୃତ ହୋଇଥିବା କନ୍ଧମାଳ ଜିଲ୍ଲାରେ ସହଯୋଗ ଓ ସହାନୁଭୂତିକୁ ନେଇ ଆସିଛନ୍ତି ଚର୍ଚ୍ଚାରେ।

ଦିନ ବଦଳିଯାଏ। ହେଲେ ରହିଯାଏ ପଦ ଚିହ୍ନ। ଅତିତ ହେଲେ ବି ଆଜି ମନରେ ଅଛନ୍ତି ପାଓଲୋ ବାସୁସ୍କୋ ଓ କ୍ଲାଉଡ଼ଇା କୋଲାଞ୍ଜେଲୋ। କନ୍ଧମାଳରେ ଉନ୍ନୟନମୂଳକ କାମ ହେଉ କିମ୍ବା ମୌଳିକ ସୁବିଧାସୁଯୋଗ, ସବୁଥିରେ ସେମାନେ ବଢ଼ାଇଥିବା ସହାନୁଭୁତିର ହାତ। ଯାହା ଆଜି ବି ସ୍ପଷ୍ଟ ବାରି ହୋଇପଡ଼ୁଛି। ସେମାନଙ୍କ ଆର୍ଥିକ ଅନୁଦାନ ସହାୟତାରେ କନ୍ଧମାଳ ଲାମ୍ବାବାନ୍ଦା ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଖୋଳାଯାଇଛି ପୋଖରୀଟିଏ। ଆଉ ଦୂର ହୋଇଛି ଗାଁର ପିଇବା ପାଣି ସମସ୍ୟା।

ଦାରିଙ୍ଗବାଡ଼ି ଲାମ୍ବାବାନ୍ଦା ଗାଁର ସଲ୍‌ମାନ ପ୍ରଧାନ ରୋଗଦୁଃଖରେ ପଡ଼ିଥିଲେ। ପାଖରେ ଟଙ୍କା ନଥିଲା। କିନ୍ତୁ ଅପହର୍ତ୍ତାଙ୍କ କବଳରୁ ଫେରିବା ପରେ ତାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ ପାଓଲୋ ବାସୁସ୍କୋ ଓ କ୍ଲାଉଡ଼ଇା କୋଲାଞ୍ଜେଲୋ। ଏମିତି ଅନେକ କିଛି ଲୋକଙ୍କ ସୁଖଦୁଃଖରେ ଭାଗିଦାର ହୋଇ ବନ୍ଧୁ ପାଲଟିଯାଇଛନ୍ତି ଉଭୟେ। ହେଲେ ଇତିମଧ୍ୟରେ ୫ ବର୍ଷ ବିତିଗଲାଣି। ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରଠୁ ଆଉ କେବେ ଆସିନାହାଁନ୍ତି ବାସୁସ୍କୋ ଓ କୋଲାଞ୍ଜେଲୋ।

୨୦୧୨ ମସିହା ମାର୍ଚ୍ଚ ୧୪ ତାରିଖରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ ଦୁଇ ପର୍ଯ୍ୟଟକ। ମାଓବାଦୀମାନେ ସେମାନଙ୍କୁ ଅପହରଣ କରିନେଇ ଥିଲେ। ଅବଶ୍ୟ ଅପହରଣର କିଛିଦିନ ପରେ ସୁରକ୍ଷିତ ଭାବେ ମୁକୁଳିଥିଲେ। ଆଉ ଅପହରଣ ପୂର୍ବରୁ ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story