ଟେଣ୍ଟ ବାନ୍ଧି ଫେରୁଥିଲେ, ଗାଡ଼ି ଓଲଟି ପଡ଼ିଲା; ଜଣେ ମୃତ

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କେରିଲୋ ରାମଚଣ୍ଡୀ ମନ୍ଦିର ନିକଟରେ ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅରୁଣ ବଳ। ଆହତଙ୍କ ନାଁ ତପନ ପ୍ରତାପ। ତପନ ଜଣେ ଟେଣ୍ଟ ହାଉସ୍‌ ମାଲିକ। ଅରୁଣ ଜଣେ ଶ୍ରମିକ ଥିଲେ। ସେମାନେ ସେହି ଅଞ୍ଚଳରେ ଲୁଣା ନଦୀ ବନ୍ଧରେ ପଥର […]

accident

accident

Rakesh Mallick
  • Published: Friday, 04 May 2018
  • Updated: 04 May 2018, 01:56 PM IST

Sports

Latest News

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କେରିଲୋ ରାମଚଣ୍ଡୀ ମନ୍ଦିର ନିକଟରେ ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅରୁଣ ବଳ। ଆହତଙ୍କ ନାଁ ତପନ ପ୍ରତାପ।

ତପନ ଜଣେ ଟେଣ୍ଟ ହାଉସ୍‌ ମାଲିକ। ଅରୁଣ ଜଣେ ଶ୍ରମିକ ଥିଲେ। ସେମାନେ ସେହି ଅଞ୍ଚଳରେ ଲୁଣା ନଦୀ ବନ୍ଧରେ ପଥର ପ୍ୟାକିଂ କାର୍ଯ୍ୟର  ଶିଳାନ୍ୟାସ କାର୍ଯ୍ୟକ୍ରମର ଟେଣ୍ଟ ବାନ୍ଧି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତପନ ନିଜେ ଗାଡ଼ି ଚଲାଉଥିଲେ। ଭାରସାମ୍ୟ ହରାଇ ଟାଟାଏସିଟି ନଦୀ ବନ୍ଧରୁ ୨୫ଫୁଟ୍ ତଳକୁ ଖସିପଡିଥିଲା। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅରୁଣଙ୍କୁ ମୃତ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story