ଠେଲକୁଲି ଭୂଷଣ ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା: ୬ ଶ୍ରମିକ ଆହତ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଛି। ରେଙ୍ଗାଲି ଠେଲକୁଲି ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା ଘଟିଛି। ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ କୁମାର ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Previous ArticleNext Article

Send this to a friend