ସମ୍ବଲପୁର ଡବଲ ମର୍ଡର ଘଟଣାରେ ଥାନା ଘେରାଉ କଲେ ମୃତକଙ୍କ ପରିବାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ମୃତକ ସୁଜିତ ନାଗଙ୍କ ପରିବାର ଓ ସଂପର୍କୀୟ ଥାନା ଘେରାଉ କରିଛନ୍ତି। ଏହି ଘଟଣାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଛି।  ତଥାପି ମୃତକଙ୍କ ପରିବାର ଏଥିରେ ସନ୍ତୁଷ୍ଟ ନୁହନ୍ତି । ପ୍ରକୃତ ଅଭିଯୁକ୍ତଙ୍କୁ ଧରାଯାଇଛି କି ନାହିଁ, ତାହା ଜାଣିବା ଦାବିରେ ସେମାନେ ଥାନା ଘେରାଉ କରିଛନ୍ତି। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ […]

sambalpur

sambalpur

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 03:03 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ମୃତକ ସୁଜିତ ନାଗଙ୍କ ପରିବାର ଓ ସଂପର୍କୀୟ ଥାନା ଘେରାଉ କରିଛନ୍ତି। ଏହି ଘଟଣାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଛି।  ତଥାପି ମୃତକଙ୍କ ପରିବାର ଏଥିରେ ସନ୍ତୁଷ୍ଟ ନୁହନ୍ତି । ପ୍ରକୃତ ଅଭିଯୁକ୍ତଙ୍କୁ ଧରାଯାଇଛି କି ନାହିଁ, ତାହା ଜାଣିବା ଦାବିରେ ସେମାନେ ଥାନା ଘେରାଉ କରିଛନ୍ତି।

ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ।  ଘରେ ନିଆଁ ଲଗାଇଥିବା ସହ ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।  ଏଥିରେ ପାଣ୍ଡବ ମୁଖୀଙ୍କ ଭାଇ ଶଙ୍କର ମୁଖୀଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story