ସମ୍ବଲପୁର: ପୋଲିସର କାର୍ଯ୍ୟାନୁଷ୍ଠାକୁ ବିରୋଧ କରି ଏସପିଙ୍କ ନିକଟରେ ଫେରାଦ ହେଲେ ମାରଙ୍ଗ ବାହାଲ ଗ୍ରାମବାସୀ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ମାରଙ୍ଗ ବାହାଲ ଗାଁରେ ମାଓ ଦମନ ଅଭିଯାନ ନାଁରେ ପୋଲିସ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ୱଲପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ମାଓ ପ୍ରଭାବିତ ମାରଙ୍ଗ ଗାଁର ଲୋକେ ଏସପିଙ୍କ ନିଟକକୁ ଯାଇ ପୋଲିସ ବିରୋଧରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁସାରେ ୨୭ ତାରିଖ ମଧ୍ୟାହ୍ନରେ ସୁରକ୍ଷାକର୍ମୀମାନେ ଗାଁର ମନୋରଞ୍ଜନ ନାୟକଙ୍କ ଘରକୁ ଯାଇ […]

sbl

sbl

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 11:06 AM IST

Sports

Latest News

sblସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ମାରଙ୍ଗ ବାହାଲ ଗାଁରେ ମାଓ ଦମନ ଅଭିଯାନ ନାଁରେ ପୋଲିସ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ୱଲପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ମାଓ ପ୍ରଭାବିତ ମାରଙ୍ଗ ଗାଁର ଲୋକେ ଏସପିଙ୍କ ନିଟକକୁ ଯାଇ ପୋଲିସ ବିରୋଧରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁସାରେ ୨୭ ତାରିଖ ମଧ୍ୟାହ୍ନରେ ସୁରକ୍ଷାକର୍ମୀମାନେ ଗାଁର ମନୋରଞ୍ଜନ ନାୟକଙ୍କ ଘରକୁ ଯାଇ ମାଓବାଦୀଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲେ। ତେବେ ପରିବାର ଲୋକେ ମନା କରିବା ପରେ ମଧ୍ୟ ସୁରକ୍ଷା କର୍ମୀମାନେ ସେମାନେ ଜୋର ଜବରଦସ୍ତ ଘର ଭିତରେ ପଶି ଖୋଜାଖୋଜି କରିଥିଲେ। ମାଓବାଦୀମାନଙ୍କ ସହ ସମ୍ପର୍କ ରଖିବା ସହ ସେମାନଙ୍କୁ ସାହାର୍ଯ୍ୟ କରୁଥିବା ଅଭିଯୋଗ କରି ସୁରକ୍ଷାକର୍ମୀମାନେ ପରିବାର ସଦସ୍ୟମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାସହ ମନୋରଞ୍ଜନଙ୍କ ପୁଅକୁ ଅଧିକ ପଚରାଉଚୁରା କରିବା ପାଇଁ ସୁରକ୍ଷାକର୍ମୀମାନେ ନେଇଯାଇଥିଲେ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ବହୁ ସମୟଧରି ପଚରାଉଚରା କରିଥିଲେ। ଏହାପରେ ସୁରକ୍ଷାକର୍ମୀମ ମାଓ ସମ୍ପର୍କିତ କୌଣସି ତଥ୍ୟ ନ ପାଇବାରୁ ଛାଡିଦେଇଥିଲେ। ତେଣୁ ମାଓବାଦୀଙ୍କୁ ଖୋଜିବା ନାଁରେ ତାଙ୍କ ପରିବାର ଲୋକଙ୍କୁ ଅଯଥା ହଇରାଣ କରା ନ ଯାଉ ବୋଲି ଅଭିଯୋଗକାରୀ ଯଶୋବନ୍ତ ନାୟକ କହିଛନ୍ତି।

ଅନ୍ୟପକ୍ଷରେ ପୋଲିସ କହିବା କଥା ମନୋରଞ୍ଜନ ନାୟକଙ୍କ ନାଁରେ ପୂର୍ବରୁ ମାଓବାଦୀଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ରହିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିଲେ ମଧ୍ୟ ସେ ମାଓବାଦୀଙ୍କୁ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ କରୁଥିବାର ପୋଲିସ ପାଖରେ ପୂର୍ବରୁ ରେକର୍ଡ ରହିଛି। ଘଟଣାଦିନ ତାଙ୍କ ଘରେ  କିଛି ମାଓବାଦୀ ରହିଥିବାର ସୂଚନା ପାଇ ପୋଲିସ ସେହି ଆଧାରରେ ତାଙ୍କ ଘରେ ତନଖି କରିଥିଲା ବୋଲି ସମ୍ୱଲପୁର ଅତିରିକ୍ତ ଏସପି ସୁଶିଳ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ମନୋରଞ୍ଜନଙ୍କଠାରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଯେଉଁ ଅଭିଯୋଗ ହୋଇଛି ତାହାର ତଦନ୍ତ କରାଯିବ। ସତ୍ୟାସତ୍ୟ ଥିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story