ଆଉ ଠକି ପାରିବେନି କଲେଜ; SAMS ଦ୍ୱାରା ଆଡମିଶନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁମୋଦନ ପାଇନଥିବା ଯୁକ୍ତଦୁଇ କଲେଜ ଗୁଡ଼ିକ ସାବଧାନ। ଆଉ ଛାତ୍ରଛାତ୍ରୀଙ୍କୁ ଠକି ପାରିବେ ନାହିଁ। କାରଣ ଏଣିକି ସମସ୍ତ ସରକାରୀ, ରେସିଡେନ୍ସିଆଲ୍ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଗୁଡିକ ଷ୍ଟୁଡେଣ୍ଟସ୍ ଏକାଡେମୀକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ଦ୍ୱାରା ଆଡମିଶନ୍ କରାଇବେ। ସବୁ ଅନୁମୋଦନ ପ୍ରାପ୍ତ କଲେଜର ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ମଧ୍ୟ ରହିବ। ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୪ ତାରିଖରେ […]

student academic management study

student academic management study

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁମୋଦନ ପାଇନଥିବା ଯୁକ୍ତଦୁଇ କଲେଜ ଗୁଡ଼ିକ ସାବଧାନ। ଆଉ ଛାତ୍ରଛାତ୍ରୀଙ୍କୁ ଠକି ପାରିବେ ନାହିଁ। କାରଣ ଏଣିକି ସମସ୍ତ ସରକାରୀ, ରେସିଡେନ୍ସିଆଲ୍ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଗୁଡିକ ଷ୍ଟୁଡେଣ୍ଟସ୍ ଏକାଡେମୀକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ଦ୍ୱାରା ଆଡମିଶନ୍ କରାଇବେ। ସବୁ ଅନୁମୋଦନ ପ୍ରାପ୍ତ କଲେଜର ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ମଧ୍ୟ ରହିବ।

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୪ ତାରିଖରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଥିଲେ ୧୨ ଜଣ ଛାତ୍ରଛାତ୍ରୀ। ଏମାନେ ସମସ୍ତେ ଏକ ନିର୍ଦ୍ଦିଷ୍ଟ କଲେଜରେ ନାଁ ଲେଖାଇ ଥିଲେ। କିନ୍ତୁ ସେହି କଲେଜରେ ଏଥର ଫର୍ମ ଫିଲ୍‌ଅପ୍‌ ହୋଇପାରିନଥିଲା। ଫଳରେ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ତେଣୁ ଏଥିରେ ରୋକ୍ ଲଗାଇବା ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ କଡା ନିଷ୍ପତ୍ତି ନେଇଛନ୍ତି। ଅନୁମୋଦନ ନଥିବା ଯୁକ୍ତ ଦୁଇ କଲେଜ ଗୁଡ଼ିକ ଆଉ ଛାତ୍ରଛାତ୍ରୀଙ୍କୁ ଠକିପାରିବେନି। ଏଣିକି SAMS ମାଧ୍ୟମରେ ହେବ ସବୁ ଯୁକ୍ତ ଦୁଇ କଲେଜର ଆଡମିଶନ୍। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍‌ରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଅନୁମୋଦନ ପ୍ରାପ୍ତ କଲେଜର ତାଲିକା ରହିବ। ଆଡମିଶନ ପୂର୍ବରୁ ଛାତ୍ରଛାତ୍ରୀମାନେ ଅନୁମୋଦନ ପ୍ରାପ୍ତ କଲେଜକୁ ଦେଖି ଆବେଦନ କରିବେ। ସେହିପରି କେତେ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇରେ ଆଡମିଶନ୍ କଲେ ତା’ର ଏକ ଲିଙ୍କ୍ ମଧ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ଦେବେ। ଯାହାଫଳରେ ଛାତ୍ରଛାତ୍ରୀ ଆଉ ଠକାମୀର ଶୀକାର ହେବେନାହିଁ ବୋଲି କହିଛନ୍ତି ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର।

SAMS ଦ୍ୱାରା ସରକାରୀ କଲେଜ, ରେସିଡେନ୍ସିଆଲ୍ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତାଲିକା ରହିବ। ଏହାଦ୍ୱାରା ଆଡମିଶନ୍ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ। ପୂର୍ବରୁ କେଉଁ କଲେଜ ଫେକ୍ ତାହା ଜଣାପଡୁନଥିବାରୁ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧକାର ଭିତରକୁ ଠେଲି ହେଇ ଯାଉଥିଲା। ମାତ୍ର ନୂଆ ବ୍ୟବସ୍ଥା ଦ୍ୱାରା ୱେବସାଇଟ୍‌ରୁ ଛାତ୍ରଛାତ୍ରୀ ସେମାନଙ୍କ କଲେଜ ସମ୍ପର୍କରେ ସୂଚନା ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story