ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ। ରତ୍ନଭଣ୍ଡାର ଭିତରକୁ ଯିବେ ୧୭ ଜଣିଆ ଟିମ୍।
୧: ଦେଉଳ କରଣ ଚନ୍ଦ୍ରଶେଖର ମଙ୍ଗରାଜ
୨: ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ
୩: ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ
୪: ଭଣ୍ଡାର ମେକାପ ଗଣେଶ ମେକାପ
୫: ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି
୬: ହାଇକୋର୍ଟଙ୍କ ପ୍ରତିନିଧି ଏନ.କେ ମହାନ୍ତି
୭: ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ
୮: ଏସ୍ପି ସାର୍ଥକ ଷଡଙ୍ଗୀ
୯: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା
୧୦: ନୀତି ପ୍ରଶାସକ ପ୍ରଦୀପ ଦାଶ
୧୧: ASIର ପ୍ରତିନିଧି ସୁପରିଣ୍ଡେଣ୍ଟ ଆର୍କିଓଲୋଜି ଏଚ୍.ଏ.ନାୟକ
୧୨: ASI ପ୍ରତିନିଧି ଡେପୁଟି ସୁପରିଣ୍ଡେଣ୍ଟ ତପନ କୁମାର ଭଟ୍ଟାଚର୍ଯ୍ୟ
୧୩: ବରିଷ୍ଠ କଞ୍ଜର୍ଭେସନ ଆସିଷ୍ଟାଣ୍ଟ ଚିତ୍ତରଞ୍ଜନ ଦାସ
୧୪: କୋର କମିଟି ସଦସ୍ୟ ଜି.ସି.ମିତ୍ର
୧୫: କୋର କମିଟି ସଦସ୍ୟ ଏନ.ସି. ପାଲ
୧୬: ରତ୍ନଭଣ୍ଡାର ସବ୍କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର
୧୭: ରତ୍ନଭଣ୍ଡାର ସବ୍କମିଟି ସଦସ୍ୟ ଅନନ୍ତ ତିଆଡି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।