ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁ କାରବାର ଠପ୍‌

ନୂଆଦିଲ୍ଲୀ: ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ସେବା ବନ୍ଦ ରଖିଛନ୍ତି। ୟୁନାଇଟେଡ୍ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ବିଶେଷ କରି ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ମିଶ୍ରଣ ନୀତିକୁ ବିରୋଧ ସହ ଅନ୍ୟାନ୍ୟ ୧୬  ଦଫା ଦାବିରେ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟ ଡାକରା ଦେଇଛନ୍ତି। ତେବେ ଧର୍ମଘଟରେ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି। ରାଜ୍ୟର ପ୍ରାୟ ପାଞ୍ଚ ହଜାର ବ୍ୟାଙ୍କ […]

SBI ATM and Bank

SBI ATM and Bank

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 03:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ସେବା ବନ୍ଦ ରଖିଛନ୍ତି। ୟୁନାଇଟେଡ୍ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ବିଶେଷ କରି ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ମିଶ୍ରଣ ନୀତିକୁ ବିରୋଧ ସହ ଅନ୍ୟାନ୍ୟ ୧୬  ଦଫା ଦାବିରେ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟ ଡାକରା ଦେଇଛନ୍ତି। ତେବେ ଧର୍ମଘଟରେ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି। ରାଜ୍ୟର ପ୍ରାୟ ପାଞ୍ଚ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିବା ସହ ୪୦ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ତେବେ ସବୁ ଘରୋଇ ବ୍ୟାଙ୍କ ଖୋଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story