ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଚିପିଲିମାସ୍ଥିତ ପାୱାର ଚାନେଲରୁ ୨ଜଣ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ଜଣଙ୍କ ମୃତଦେହ ପାଣିରେ ରହିଥିବା ବେଳେ ଅନ୍ୟଟି ଦଳ ଭିତରେ ଭାସୁଥିବା ଦେଖିବାକୁ ମିଳିଛି। ଉଭୟ ନବଜାତକ ହୋଇଥିବା ଅନୁମାନ କରାଯାଉଛି। ମୃତ ଦୁଇ ଶିଶୁଙ୍କର ପରିଚୟ ମିଳି ପାରିନାହିଁ। ବୁର୍ଲା ପୋଲିସ ଘଟଣା ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।