ଆଈ ଓ ନାତୁଣୀ ହାତ ଧରାଧରି ହୋଇ ଚାଲିଗଲେ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଆଈ ଓ ଦୁଇ ନାତୁଣୀ ହାତ ଧରା ଧରି ହୋଇ ଘରକୁ ଫେରୁଥିଲେ। କିନ୍ତୁ ରାସ୍ତାରେ ବସିଥିଲା ଯମ ଦୂତ। ସେମାନଙ୍କୁ ଉଠାଇ ନେଲା। ମାଲ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ହାତ ଧରାଧରି ହୋଇ ଚାଲିଗଲେ ଆଈ ଓ ନାତୁଣୀ। ଆଜି ଏପରି ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଦେବଗଡ଼ରେ ଘଟିଛି। ପୂରା ଘଟଣା ଏମିତି। ଦେବଗଡ଼ ଥାନା ଅନ୍ତର୍ଗତ ପଲସାକୁଦର ଗାଁର ରମେଶ ପାତ୍ରଙ୍କ ସ୍ତ୍ରୀ ନିରୁପମା ଦୁଇ ନାତୁଣୀ ରୁବି […]

two death in truck accident

two death in truck accident

Ordigital Desk
  • Published: Sunday, 12 August 2018
  • Updated: 12 August 2018, 10:22 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଆଈ ଓ ଦୁଇ ନାତୁଣୀ ହାତ ଧରା ଧରି ହୋଇ ଘରକୁ ଫେରୁଥିଲେ। କିନ୍ତୁ ରାସ୍ତାରେ ବସିଥିଲା ଯମ ଦୂତ। ସେମାନଙ୍କୁ ଉଠାଇ ନେଲା। ମାଲ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ହାତ ଧରାଧରି ହୋଇ ଚାଲିଗଲେ ଆଈ ଓ ନାତୁଣୀ। ଆଜି ଏପରି ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଦେବଗଡ଼ରେ ଘଟିଛି।

ପୂରା ଘଟଣା ଏମିତି। ଦେବଗଡ଼ ଥାନା ଅନ୍ତର୍ଗତ ପଲସାକୁଦର ଗାଁର ରମେଶ ପାତ୍ରଙ୍କ ସ୍ତ୍ରୀ ନିରୁପମା ଦୁଇ ନାତୁଣୀ ରୁବି ଓ ଛବିଙ୍କୁ ଧରି ବଣିଆସିଲିଣ୍ଡାକୁ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ହାତ ଧରାଧରି ହୋଇ ୪୯ ନଂ ଜାତୀୟ ରାଜପଥର ପାର ହେଉଥିଲେ।

ଏହି ସମୟରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ନିରୁପମା ଓ ରୁବିଙ୍କର ମୃତ୍ୟୁ ଘଟିଥିଲା। ଛବିଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହାକୁ ନେଇ ପଲସାଗୁଦରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

ଦେବଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏପରିକି ଟ୍ରକ୍‌ ଚାଳକକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story