ବିରାଟଙ୍କ ପ୍ରେମରେ ଉବୁଟୁବୁ ଅନୁଷ୍କା: ପ୍ରେମିକଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ ଶ୍ରୀଲଙ୍କାରେ

ଭୁବନେଶ୍ୱରେ: ଭାରତୀୟ କ୍ରିକେଟ୍‌ ଟିମ୍‌ ବର୍ତ୍ତାମାନ ଶ୍ରୀଲଙ୍କା ଗସ୍ତରେ। ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ପାଇଁ ଭାରତୀୟ ଟିମ୍‌ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ଟି ଟେଷ୍ଟ ମାଚ୍‌ ଖେଳି କ୍ଲିନ୍ ସୁଇପ କରିବା ସହ ଇତିହାସ ରଚିଛି। ଯାହା ଫଳରେ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କ ସହ ସମସ୍ତ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଟିମ୍‌ ଇଣ୍ଡିଆର […]

anu-birat

anu-birat

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 06:09 PM IST

Sports

Latest News

ଭୁବନେଶ୍ୱରେ: ଭାରତୀୟ କ୍ରିକେଟ୍‌ ଟିମ୍‌ ବର୍ତ୍ତାମାନ ଶ୍ରୀଲଙ୍କା ଗସ୍ତରେ। ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ପାଇଁ ଭାରତୀୟ ଟିମ୍‌ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ଟି ଟେଷ୍ଟ ମାଚ୍‌ ଖେଳି କ୍ଲିନ୍ ସୁଇପ କରିବା ସହ ଇତିହାସ ରଚିଛି। ଯାହା ଫଳରେ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କ ସହ ସମସ୍ତ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି।

ଏହାରି ମଧ୍ୟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଖୁସି ଦୁଇଗୁଣା କରିବାକୁ ଶ୍ରୀଲଙ୍କାରେ ପହଞ୍ଚିଯାଇଛନ୍ତି ପ୍ରେମିକା ଅନୁଷ୍କା ଶର୍ମା। ଶ୍ରୀଲଙ୍କାରେ ଅନୁଷ୍କାଙ୍କ ସହ ବିରାଟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଆପଣଙ୍କୁ ଜଣାଇଦେଉଛୁ ଯେ ଦୀର୍ଘଦିନ ଧରି ଅନୁଷ୍କାଙ୍କ ସହ ବିରାଟଙ୍କ ପ୍ରେମ ସମ୍ପର୍କ ରହିଆସିଛି।

କିଛିଦିନ ତଳେ ଅନୁଷ୍କା ଆଇଫା ଆୱାର୍ଡ ପାଇଁ ନ୍ୟୁୱର୍କ ଯାଇଥିବା ବେଳେ ବିରାଟ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଶେଷ ହେବା ପରେ ପରେ ଅନୁଷ୍କାଙ୍କୁ ଦେଖାକରିବାକୁ ଯାଇ ନ୍ୟୁୱର୍କରେ ପହଞ୍ଚିଯାଇଥିଲେ।  ସେହି ସମୟରେ ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story