IPL-11: ଯୁବ ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ବୟସ୍କ କ୍ରିକେଟର୍‌

ଆଇପିଏଲ-୧୧ ସିଜିନରେ ପ୍ରଥମ ଶତକ ୧୬ତମ ମ୍ୟାଚ୍‌ରେ ହିଁ ଦେଖିବାକୁ ମିଳିଥିଲା ଏବଂ ଏହାର ଠିକ୍‌ ପରଦିନ ୧୭ ତମ ମ୍ୟାଚ୍‌ରେ ଆଉ ଏକ ଶତକ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ଶତକ ପଞ୍ଜବା ପକ୍ଷରୁ ୩୮ ବର୍ଷିୟ କ୍ରିସ୍‌ ଗେଲ୍‌ ହାସଲ କରିଥିବା ବେଳେ ଦ୍ୱିତୀୟ ଶତକ ସିଏସ୍‌କେ ପକ୍ଷରୁ ୩୬ ବର୍ଷିୟ ୱାଟ୍‌ସନ ହାସଲ କରିଥିଲେ। 17 ବର୍ଷର ଖେଳାଳିଙ୍କ ଠାରୁ ଆରମ୍ଭ କରି 38 ବର୍ଷର ଖେଳାଳି ଚଳିତ ଆଇପଏଲରେ ସାମିଲ ହୋଇଛନ୍ତି। […]

651513-644181-630783-629078-606560-ipl

651513-644181-630783-629078-606560-ipl

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 04:49 PM IST

Sports

Latest News

ଆଇପିଏଲ-୧୧ ସିଜିନରେ ପ୍ରଥମ ଶତକ ୧୬ତମ ମ୍ୟାଚ୍‌ରେ ହିଁ ଦେଖିବାକୁ ମିଳିଥିଲା ଏବଂ ଏହାର ଠିକ୍‌ ପରଦିନ ୧୭ ତମ ମ୍ୟାଚ୍‌ରେ ଆଉ ଏକ ଶତକ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ଶତକ ପଞ୍ଜବା ପକ୍ଷରୁ ୩୮ ବର୍ଷିୟ କ୍ରିସ୍‌ ଗେଲ୍‌ ହାସଲ କରିଥିବା ବେଳେ ଦ୍ୱିତୀୟ ଶତକ ସିଏସ୍‌କେ ପକ୍ଷରୁ ୩୬ ବର୍ଷିୟ ୱାଟ୍‌ସନ ହାସଲ କରିଥିଲେ। 17 ବର୍ଷର ଖେଳାଳିଙ୍କ ଠାରୁ ଆରମ୍ଭ କରି 38 ବର୍ଷର ଖେଳାଳି ଚଳିତ ଆଇପଏଲରେ ସାମିଲ ହୋଇଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଏହି ଦୁଇ ବରିଷ୍ଠ କ୍ରିକେଟର୍‌ ଆରମ୍ଭରୁ ଶତକ ହାସଲ କରି ଯୁବ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ଏଇଠୁ ପ୍ରମାଣ ହେଉଛି ଯେ, ଏବେବି ଏହି ଦୁଇ ବୟସ୍କ ଖେଳାଳିଙ୍କ ନିକଟରେ ଅନେକ୍‌ କ୍ରିକେଟ୍‌ ବାକି ଅଛି। ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୩ଜଣ ଭାରତୀୟ ଖେଳାଳି ଶତକର ପାଖାପାଖି ପହଞ୍ଚିଥିଲେ ମଧ୍ୟ ଶତକ ହାସଲ କରିପାରିନଥିଲେ। ଏମାନେ ହେଲ ରୋହିତ ଶର୍ମା, ସଞ୍ଜୁ ସାମସନ ଓ ବିରାଟ କୋହଲି। ରୋହିତ-୯୪, ସାମସନ-୯୨ ଓ  ବିରାଟ ୯୨ ରନ୍‌ କରିଥିଲେ ମଧ୍ୟ ଶତକରୁ ବଞ୍ଚିତ ହୋଇଥିଲେ। ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ୧୨ଟି ଶତକ ଆର୍‌ସିବି ଖେଳାଳି ହାସଲ କରିଥିବା ବେଳେ ଏହା ତଳକୁ ପଞ୍ଜାବ ୧୦ଟି, ଦିଲ୍ଲୀ ୭ଟି, ଚେନ୍ନାଇ ୬ଟି ଓ ମୁମ୍ବାଇ ଖେଳାଳି ୪ଟି ଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story