ଟି-ଟ୍ୱଣ୍ଟିରେ ଭାରତର ସର୍ବବୃହତ ବିଜୟ

ନୂଆଦିଲ୍ଲୀ: ମାଲାହାଡ୍ଡ କ୍ରିକେଟ୍‌ କ୍ଲବ ଗ୍ରାଉଣ୍ଡରେ ଭାରତ ଆୟରଲାଣ୍ଡକୁ ପରାସ୍ତ କରି ଟି-ଟ୍ୱଣ୍ଟିରେ ସର୍ବବୃହତ ବିଜୟ ହାସଲ କରିଛି। ଆୟରଲାଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦ୍ୱିତୀୟ ତଥା ଶେଷ ଟି-ଟ୍ୱଣ୍ଟିରେ ଟିମ୍‌ ଇଣ୍ଡିଆ ୧୪୩ ରନ୍‌ରେ ବିଜୟୀ ହୋଇଛି। ଏହାସହ ବିରାଟ ବାହିନୀ ସିରିଜ୍‌କୁ ୨-୦ରେ ଜିତି ନେଇଛି। ଟସ୍‌ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୩ ରନ୍‌ର ବିଶାଳ ସ୍କୋର କରିଥିଲା। ୨୧୪ […]

cricket

cricket

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 05:31 AM IST

Sports

Latest News

ନୂଆଦିଲ୍ଲୀ: ମାଲାହାଡ୍ଡ କ୍ରିକେଟ୍‌ କ୍ଲବ ଗ୍ରାଉଣ୍ଡରେ ଭାରତ ଆୟରଲାଣ୍ଡକୁ ପରାସ୍ତ କରି ଟି-ଟ୍ୱଣ୍ଟିରେ ସର୍ବବୃହତ ବିଜୟ ହାସଲ କରିଛି। ଆୟରଲାଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦ୍ୱିତୀୟ ତଥା ଶେଷ ଟି-ଟ୍ୱଣ୍ଟିରେ ଟିମ୍‌ ଇଣ୍ଡିଆ ୧୪୩ ରନ୍‌ରେ ବିଜୟୀ ହୋଇଛି। ଏହାସହ ବିରାଟ ବାହିନୀ ସିରିଜ୍‌କୁ ୨-୦ରେ ଜିତି ନେଇଛି।

ଟସ୍‌ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୩ ରନ୍‌ର ବିଶାଳ ସ୍କୋର କରିଥିଲା।

୨୧୪ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟରଲାଣ୍ଡ ଟିମ୍‌ ୧୨.୩ ଓଭରରେ ମାତ୍ର ୭୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଆୟରଲାଣ୍ଡ ପକ୍ଷରୁ ଅଧିନାୟକ ଗେରୀ ୱିଲସନ୍‌ ସର୍ବାଧିକ ୧୫ ରନ୍‌ କରିଥିଲେ। ଭାରତର କୁଲଦୀପ ଯାଦବ ଏବଂ ଚହଲ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଉମେଶ ଯାଦବଙ୍କୁ ୨ଟି ୱିକେଟ୍‌ ମିଳିଥିବା ବେଳେ ସିଦ୍ଧାର୍ଥ କୌଲ ଏବଂ ହାର୍ଦ୍ଧିକ ପାଣ୍ଡିଆ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ପକ୍ଷରୁ ଲୋକେଶ ୭୦ ରନ୍‌ କରିଥିବା ବେଳେ ସୁରେଶ ରାଇନା ୬୯ ଏବଂ ହାର୍ଦ୍ଧିକ ପାଣ୍ଡିଆ ଧୂଆଁଧାର ୩୨ ରନ୍‌ର ଇନିଂସ୍‌ ଖେଳିଥିଲେ।

ଲୋକେଶ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ସେହିପରି ଚହଲ ମ୍ୟାନ୍‌ ଅଫ୍‌ ଦି ସିରିଜି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story