ପ୍ରୀତିଙ୍କ ଟିମ୍‌ର ଅଧିନାୟକ ହେବା ପାଇଁ ଇଚ୍ଛୁକ ଏହି ଖେଳାଳି: ରେସ୍‌ର ଆଗରେ ଅନ୍ୟଜଣେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରୀତି ଜିଣ୍ଟାଙ୍କ ଟିମ୍‌ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏଥର ଯୁବାରଜ, ଗେଲ, ଅଶ୍ୱିନ ଓ ଡେଭିଡ଼ ମିଲରଙ୍କ ଭଳି ଖେଳାଳିଙ୍କୁ କିଣିଛି। ଏମାନଙ୍କ ମଧ୍ୟରୁ କିଏ ଟିମ୍‌ର ମଙ୍ଗ ଧରିବେ। ଏହାରି ମଧ୍ୟରେ ସ୍ପିନର ଅଶ୍ୱିନ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ହେବାକୁ ଇଛା ପ୍ରକାଶ କରିଛନ୍ତି। ଅଶ୍ୱିନଙ୍କୁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ୭ କୋଟି ୬୦ ଲକ୍ଷରେ କିଣିଛି। ଅଶ୍ୱିନ ନିଜ ରାଜ୍ୟରୁ ଅଧିନାୟକ ଭାବେ ନେତୃତ୍ୱ ନେଇସାରିଥିବା ବେଳେ ଯଦି ମୌକା […]

preity-zinta-1401994877

preity-zinta-1401994877

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 12:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରୀତି ଜିଣ୍ଟାଙ୍କ ଟିମ୍‌ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏଥର ଯୁବାରଜ, ଗେଲ, ଅଶ୍ୱିନ ଓ ଡେଭିଡ଼ ମିଲରଙ୍କ ଭଳି ଖେଳାଳିଙ୍କୁ କିଣିଛି। ଏମାନଙ୍କ ମଧ୍ୟରୁ କିଏ ଟିମ୍‌ର ମଙ୍ଗ ଧରିବେ। ଏହାରି ମଧ୍ୟରେ ସ୍ପିନର ଅଶ୍ୱିନ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ହେବାକୁ ଇଛା ପ୍ରକାଶ କରିଛନ୍ତି। ଅଶ୍ୱିନଙ୍କୁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ୭ କୋଟି ୬୦ ଲକ୍ଷରେ କିଣିଛି।

ଅଶ୍ୱିନ ନିଜ ରାଜ୍ୟରୁ ଅଧିନାୟକ ଭାବେ ନେତୃତ୍ୱ ନେଇସାରିଥିବା ବେଳେ ଯଦି ମୌକା ମିଳେ ତେବେ ସେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ମଧ୍ୟ ନେତୃତ୍ୱ ନେବେ ବୋଲି କହିଛନ୍ତି। ୩୧ ବର୍ଷିୟ ଅଶ୍ୱିନ ଅଧିନାୟକ ଭାବେ ତାମିଲନାଡ଼ୁ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଯଦି ତାଙ୍କୁ ଟିମ୍‌ ସୁଯୋଗ ଦିଏ ତେବେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଅଶ୍ୱିନ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଏପର୍ଯ୍ୟନ୍ତ ଟିମ୍‌ର ଅଧିନାୟକ ବିଷୟରେ ସେ କୌଣସି କଥା ହୋଇନାହାଁନ୍ତି।

କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଲୋକେଶ ରାହୁଲ ସର୍ବାଧିକ ୧୧ କୋଟି ଟଙ୍କାରେ କିଣା ହୋଇଥିବା ବେଳେ ଅଶ୍ୱିନ ୭.୬ କୋଟି ଓ ଯୁବରାଜ ସିଂ ୨ କୋଟିରେ କିଣା ହୋଇଛନ୍ତି। ବର୍ତ୍ତମାନ ପଞ୍ଜାବ ଟିମ୍‌ରେ ଅଧିନାୟକ କିଏ ହେବ ସେନେଇ କଳ୍ପନା ଜଳ୍ପନା ଚାଲିଛି। ପଞ୍ଜାବ ପକ୍ଷରୁ ଅଧିନାୟକ ବାଛିବା ପାଇଁ ଏକ ଅନଲାଇନ୍‌ ଭୋଟିଂ ବ୍ୟାବସ୍ଥା କରାଯାଇଛି। ଯେଉଁ କ୍ରିକେଟର୍‌ ଏହି ଭୋଟିଂରେ ସବୁଠୁ ଆଗରେ ରହିବେ ସେ ହିଁ ହେବେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ। ଏହି ଆଧାରରେ ଏପର୍ଯ୍ୟନ୍ତ ଯୁବରାଜଙ୍କୁ ଅଧିକ ଲୋକ ପସନ୍ଦ କରିଥିବା ଜଣାପଡ଼ିଛି। ତେଣୁ  ପଞ୍ଜାବର ଅଧିନାୟକ ରେସରେ ଯୁବରାଜ ସବୁଠୁ ଆଗରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story