ଦିଅଁଙ୍କ ପାଖରେ ଭୋଗ ହୁଏ ନୁଡୁଲସ୍, ଜୁଆର ଆସିଲେ ବୁଡ଼ିଯାଏ ଶିବଲିଙ୍ଗ

ଦୁନିଆରେ ବହୁତ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଜିନିଷ ଅଛି। ସେଗୁଡ଼ିକୁ ଦେଖିଲେ ଅବା ସେ ବିଷୟରେ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ମନ୍ଦିର ବିଷୟରେ କହିବୁ ଯାହା ବାକି ମନ୍ଦିରମାନଙ୍କଠୁ ନିଆରା। ସେଥିପାଇଁ ଏଠାରେ ଲାଗେ ଭକ୍ତଙ୍କ ଭିଡ଼। ଚାଇନିଜ କାଳୀ ମନ୍ଦିର- କୋଲକାତାର ଟାଙ୍ଗରାରେ ଏକ ୬୦ ବର୍ଷ ପୁରୁଣା ଚାଇନିଜ କାଳୀ ମନ୍ଦିର ରହିଛି। ଏହି ସ୍ଥାନକୁ ଚାଇନା ଟାଉନ ମଧ୍ୟ କହନ୍ତି। ଏହି […]

Temple

Temple

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 06:52 PM IST

Sports

Latest News

ଦୁନିଆରେ ବହୁତ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଜିନିଷ ଅଛି। ସେଗୁଡ଼ିକୁ ଦେଖିଲେ ଅବା ସେ ବିଷୟରେ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ମନ୍ଦିର ବିଷୟରେ କହିବୁ ଯାହା ବାକି ମନ୍ଦିରମାନଙ୍କଠୁ ନିଆରା। ସେଥିପାଇଁ ଏଠାରେ ଲାଗେ ଭକ୍ତଙ୍କ ଭିଡ଼।

ଚାଇନିଜ କାଳୀ ମନ୍ଦିର- କୋଲକାତାର ଟାଙ୍ଗରାରେ ଏକ ୬୦ ବର୍ଷ ପୁରୁଣା ଚାଇନିଜ କାଳୀ ମନ୍ଦିର ରହିଛି। ଏହି ସ୍ଥାନକୁ ଚାଇନା ଟାଉନ ମଧ୍ୟ କହନ୍ତି। ଏହି ମନ୍ଦିରରେ ସ୍ଥାନୀୟ ଚାଇନିଜମାନେ ପୂଜା କରନ୍ତି। ଦୁର୍ଗା ପୂଜା ସମୟରେ ପ୍ରବାସୀ ଚିନାମାନେ ମଧ୍ୟ ଏଠାକୁ ଦର୍ଶନ କରିବାକୁ ଆସନ୍ତି। ଏଠାକୁ ଦର୍ଶନ ଲାଗି ଆସୁଥିବା ଅଧିକାଂଶ ଲୋକ ବୌଦ୍ଧ ଓ ଖ୍ରିଷ୍ଟିଆନ ଧର୍ମର ହୋଇଥାନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଏଠାକୁ ଆସୁଥିବା ଭକ୍ତମାନଙ୍କୁ ପ୍ରସାଦ ଆକାରରେ ନୁଡୁଲସ୍,ଭାତ ଓ ତରକାରୀ ଦିଆଯାଏ।

ସ୍ତମ୍ଭେଶ୍ୱର ମହାଦେବ ମନ୍ଦିର- ଏହି ମନ୍ଦିରଟି  ବଡୋଦରାରୁ ୪୦ମାଇଲ ଦୂରରେ ଆରବସାଗରର ସାମ୍ନାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ୱ ହେଉଛି, ଆପଣ ଏଠି ଦିଅଁ ଦର୍ଶନ ସେତିକିବେଳେ କରିପାରିବେ ଯେତେବେଳେ ସମୁଦ୍ର ଜୁଆର କମ୍ ଥିବ। କାରଣ ଜୁଆର ସମୟରେ ଶିବଲିଙ୍ଗ ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଏ।

କରନୀ ମାତା ମନ୍ଦିର- ରାଜସ୍ଥାନ ବିକାନେରରୁ ୩୦ କିଲୋମିଟର ଦୂରରେ ସ୍ଥିତ ଦେଶନୋକ ସହରରେ କରନୀ ମାତାଙ୍କ ମନ୍ଦିର ଅବସ୍ଥିତ। ଏଠାରେ ପହଞ୍ଚିବା ପରେ ଆପଣଙ୍କୁ ମଣିଷଠୁ ଅଧିକ ମୂଷା ଦେଖାଦେବେ। ଏହି ମୂଷାମାନେ ହେଉଛନ୍ତି କରନୀ ମାତାଙ୍କର ସନ୍ତାନ ଓ ବଂଶଜ। କୁହାଯାଏ ଯେ କରନୀ ମାତା ହେଉଛନ୍ତି ମା ଦୁର୍ଗାଙ୍କର ଅବତାର। ସେ ପିଲାବେଳୁ ହିଁ ଲୋକକଲ୍ୟାଣ କାର୍ଯ୍ୟ କରୁଥିଲେ। ସେଥିପାଇଁ ତାଙ୍କ ନାଁ କରନୀ ମାତା ହୋଇଛି।

ହଣ୍ଡିବା ମନ୍ଦିର- ହିମାଚଳ ପ୍ରଦେଶର ମନାଲିରେ ଥିବା ହଣ୍ଡିବା ମନ୍ଦିର ଦେଶର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ଗୋଟିଏ। ଏହି ମନ୍ଦିରର ଆକର୍ଷଣ ଏହାର ନିର୍ମାଣ ଯାହା ଜାପାନର ଏକ ଶୈଳୀ 'ପଗୋଡ଼ା'ରୁ ନିଆଯାଇଛି। ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ହୋଇଛି। ପୁରାତନତତ୍ତ୍ୱ ବିଭାଗ ଅନୁଯାୟୀ ଏହି ମନ୍ଦିରଟି ୧୫୫୩ ମସିହାରେ ନିର୍ମାଣ ହୋଇଥିଲା।

ବ୍ରହ୍ମା ମନ୍ଦିର- ରାଜସ୍ଥାନ ପୁଷ୍କରରେ ଅବସ୍ଥିତ ଏହି ମନ୍ଦିର ଦୁନିଆର ଏକମାତ୍ର ବ୍ରହ୍ମା ମନ୍ଦିର। କୁହାଯାଏ ମୋଗଲ ଶାସକ ଔରଙ୍ଗଜେବଙ୍କ ଶାସନ କାଳରେ ମନ୍ଦିର ନଷ୍ଟ କରିବାର ଆଦେଶ ପରେ ଯେଉଁ ଏକ ମାତ୍ର ମନ୍ଦିର ବଞ୍ଚିଯାଇଥିଲା, ସେ ହେଉଛି ଏହି ମନ୍ଦିର। ଏହି ମନ୍ଦିରର ନିର୍ମାଣ ୧୪ଶହ ଶତାବ୍ଦୀରେ ହୋଇଥିଲା। ମନ୍ଦିରର ପାର୍ଶ୍ୱରେ ଏକ ହ୍ରଦ ରହିଛି ଯାହାର ନାମ ପୁଷ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story