ଛିଙ୍କକୁ ଜବରଦସ୍ତ ଅଟକାଉଛନ୍ତି କି: ଏହା ଆପଣଙ୍କ ଜୀବନ ନେଇ ପାରେ

ଛିଙ୍କ ଆସୁଥିଲେ ଅନେକ ଲୋକ ନିଜ ନାକ ଓ ପାଟିକୁ ଚାପି ରଖି ଛିଙ୍କ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। କାରଣ ନାକ, ପାଟି ଚାପି ରଖି ଛିଙ୍କ ବନ୍ଦ କରିବା ଜୀବନ ପ୍ରତି ବିପଦକୁ ଡାକିଆଣିବା ସହିତ ସମାନ। ନିକଟରେ ଘଟିଥିବା ଏକ ଘଟଣାରୁ ଡାକ୍ତରମାନେ ଏ ବିଷୟରେ ଜାଣିବାକୁ ପାଇଛନ୍ତି। ପ୍ରକୃତରେ ଜଣେ ବ୍ୟକ୍ତି ନାକ ପାଟି ଚାପି ରଖି ଛିଙ୍କ ବନ୍ଦ କରିବାକୁ […]

chik

chik

Ordigital Desk
  • Published: Thursday, 18 January 2018
  • Updated: 18 January 2018, 10:25 AM IST

Sports

Latest News

ଛିଙ୍କ ଆସୁଥିଲେ ଅନେକ ଲୋକ ନିଜ ନାକ ଓ ପାଟିକୁ ଚାପି ରଖି ଛିଙ୍କ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। କାରଣ ନାକ, ପାଟି ଚାପି ରଖି ଛିଙ୍କ ବନ୍ଦ କରିବା ଜୀବନ ପ୍ରତି ବିପଦକୁ ଡାକିଆଣିବା ସହିତ ସମାନ। ନିକଟରେ ଘଟିଥିବା ଏକ ଘଟଣାରୁ ଡାକ୍ତରମାନେ ଏ ବିଷୟରେ ଜାଣିବାକୁ ପାଇଛନ୍ତି।

ପ୍ରକୃତରେ ଜଣେ ବ୍ୟକ୍ତି ନାକ ପାଟି ଚାପି ରଖି ଛିଙ୍କ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଓ ଗଳା ଫୁଲି ଯାଇଥିଲା। ବ୍ରିଟେନ୍‌ର ଏକ ଡାକ୍ତରଖାନାରେ ବ୍ୟକ୍ତିଙ୍କର ଚିକିତ୍ସା କରାଗଲା। ଏଥିରେ ଭାରତୀୟ ଡାକ୍ତର ରଘୁବିନ୍ଦର ଓ ସଦୀପ ଦାସ ବ୍ୟକ୍ତିଙ୍କର ଚିକିତ୍ସା କରୁଥିଲେ। ଡାକ୍ତରମାନଙ୍କ କହିବା କଥା ହେଲା ଯେ ବ୍ୟକ୍ତି ଜଣକ ଢୋକିବାକୁ କଷ୍ଟ ଅନୁଭବ କରୁଥିଲେ। ପରେ ସେ କଥା କହି ପାରି ନଥିଲେ। ଅନେକ ଦିନ ତାଙ୍କର ଚିକିତ୍ସା ଚାଲିବା ପରେ ସେ ସୁସ୍ଥ ହୋଇଗଲେ। ଏଣୁ ଡାକ୍ତରମାନେ ଏପରି ଛିଙ୍କ ରୋକିବାକୁ ଶରୀର ପ୍ରତି ହାନିକାରକ ବୋଲି କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story