ନାଜାଲ୍ ସ୍ପ୍ରେ: ଗୋଟିଏ ସମସ୍ୟାରୁ ମୁକ୍ତି ଦିଏ, ଆଉ ପାଞ୍ଚଟି ରୋଗ ଡାକି ଆଣେ

ଶୀତ ଦିନେ ପ୍ରାୟ ସମସ୍ତଙ୍କୁ ଥଣ୍ଡା ହୋଇଯାଇଥାଏ। ସାଧାରଣତଃ ଥଣ୍ଡା ହେଲେ ଆମ ନାକ ବନ୍ଦ ହୋଇଯାଏ। ଫଳରେ ନିଶ୍ୱାସ,ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଶୋଇବା ସମୟରେ ମଧ୍ୟ କଷ୍ଟ ହୋଇଥାଏ। ତେଣୁ ଆମେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ନାଜାଲ୍ ସ୍ପ୍ରେର ବ୍ୟବହାର କେତେ କ୍ଷତିକାରକ? ନାଜାଲ ସ୍ପ୍ରେକୁ ସେତେକି ବ୍ୟବହାର କରିବା କଥା ଯେତିକି ଡାକ୍ତରମାନେ କୁହନ୍ତି। ତା’ଠୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ […]

nazal

nazal

Rakesh Mallick
  • Published: Monday, 22 January 2018
  • Updated: 22 January 2018, 03:39 PM IST

ଶୀତ ଦିନେ ପ୍ରାୟ ସମସ୍ତଙ୍କୁ ଥଣ୍ଡା ହୋଇଯାଇଥାଏ। ସାଧାରଣତଃ ଥଣ୍ଡା ହେଲେ ଆମ ନାକ ବନ୍ଦ ହୋଇଯାଏ। ଫଳରେ ନିଶ୍ୱାସ,ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଶୋଇବା ସମୟରେ ମଧ୍ୟ କଷ୍ଟ ହୋଇଥାଏ। ତେଣୁ ଆମେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ନାଜାଲ୍ ସ୍ପ୍ରେର ବ୍ୟବହାର କେତେ କ୍ଷତିକାରକ?

ନାଜାଲ ସ୍ପ୍ରେକୁ ସେତେକି ବ୍ୟବହାର କରିବା କଥା ଯେତିକି ଡାକ୍ତରମାନେ କୁହନ୍ତି। ତା’ଠୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଯାଏ। ପରିଣାମ ବଶତଃ ଅଳ୍ପଟିକେ ଥଣ୍ଡା ହେଲେ ବି ଆମେ  ବିନା ପ୍ରେସ୍କ୍ରିପ୍‌ସନରେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। ତିନି ଦିନରୁ ଅଧିକ ନାଜାଲ ସ୍ପ୍ରେ ବ୍ୟବହାର କରିବା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ହାଇ ବ୍ଲଡ୍‌ପ୍ରେସର କିମ୍ବା ଥାଇରଏଡ୍ ରୋଗୀ, ତା’ହେଲେ ଆପଣ ନାଜାଲ୍ ସ୍ପ୍ରେର ବ୍ୟବହାରରୁ ଦୁରେଇ ରୁହନ୍ତୁ। କାରଣ ଏହି ସ୍ପ୍ରେ ବ୍ଲଡ୍ ପ୍ରେସର ବଢ଼ାଇ ଦେଇଥାଏ। ନାଜାଲ ସ୍ପ୍ରେର ବ୍ୟବହାର ଦ୍ୱାରା ଠିକ୍‌ ଭାବେ ନିଦ ମଧ୍ୟ ହୋଇନଥାଏ।

ଏହି ସ୍ପ୍ରେ ଅସ୍ଥାୟୀ ଭାବେ ଆପଣଙ୍କୁ ଥଣ୍ଡାରୁ ମୁକ୍ତି ଦେଇଥାଏ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ଓ କାସ ହେବା ସହ ସାଇନସ୍ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ନାଜାଲ ସ୍ପ୍ରେର ବ୍ୟବହାର ଦ୍ୱାରା ନାକ ନଳି ଫୁଲି ଯାଇଥାଏ। ଫଳରେ ସେଥିରେ ରକ୍ତ ସଂଚାଳନ କମି ଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story