ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ୪ ନିଲମ୍ବିତ

ଭୁବନେଶ୍ୱର: ମୁଜଫରନଗରେ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ରେଳ ବିଭାଗ ପକ୍ଷରୁ ୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ କର୍ମଚାରୀଙ୍କୁ ବଦଳି କରାଯାଇଛି। ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଛୁଟିରେ ଯାଇଥିବା କର୍ମଚାରୀମାନେ ହେଲେ ଦିଲ୍ଲୀ ଡିଆରଏମ୍‌, ଉତ୍ତର ରେଲୱେ ଜିଏମ୍‌ ଏବଂ ରେଲୱେ ବୋର୍ଡ଼ ଇଞ୍ଜିନିୟରିଂ ସଦସ୍ୟ। ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ଗତକାଲି ଦୁର୍ଘଟଣାଗସ୍ତ ହୋଇଥିବା ଉତ୍କଳ ଏକ୍ସେପ୍ରେସ୍‌ର ୧୪ଟି ବଗି […]

train-1

train-1

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 10:25 PM IST

Sports

Latest News

ଭୁବନେଶ୍ୱର: ମୁଜଫରନଗରେ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ରେଳ ବିଭାଗ ପକ୍ଷରୁ ୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ କର୍ମଚାରୀଙ୍କୁ ବଦଳି କରାଯାଇଛି। ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଛୁଟିରେ ଯାଇଥିବା କର୍ମଚାରୀମାନେ ହେଲେ ଦିଲ୍ଲୀ ଡିଆରଏମ୍‌, ଉତ୍ତର ରେଲୱେ ଜିଏମ୍‌ ଏବଂ ରେଲୱେ ବୋର୍ଡ଼ ଇଞ୍ଜିନିୟରିଂ ସଦସ୍ୟ।

ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ଗତକାଲି ଦୁର୍ଘଟଣାଗସ୍ତ ହୋଇଥିବା ଉତ୍କଳ ଏକ୍ସେପ୍ରେସ୍‌ର ୧୪ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story