ଜଳାର୍ଣ୍ଣବ ଭୁବନେଶ୍ୱର, ଦେଖନ୍ତୁ ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାତିରୁ ଭୁବନେଶ୍ୱରରେ ବର୍ଷା ହେଉଛି। ଭୋର୍ ବେଳକୁ ବର୍ଷା ଟିକେ ଛାଡ଼ି ଥିଲା। ସକାଳେ ଝିପିଝିପି ବର୍ଷା ଚାଲିଥିଲା। ତେବେ ମଝିରେ ଜୋର୍ ବର୍ଷା ହୋଇଥିଲା। ଏତେ ଜୋର୍‌ରେ ବର୍ଷା ହେଲା ଯେ ଦେଖୁ ଦେଖୁ ପୂରା ରାଜଧାନୀ ଜଳମଗ୍ନ ହୋଇଗଲା। କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ବହିଲା ତ କେଉଁଠି ଅଣ୍ଟାଏ ଉଚ୍ଚର। ବେଶ୍ କିଛି ସମୟ ଧରି ଭୁବନେଶ୍ୱରର ଅବସ୍ଥା କେମିତି ହୋଇଥିଲା ଏହି ଫଟୋଗୁଡ଼ିକରୁ ଦେଖି […]

bus

bus

Rakesh Mallick
  • Published: Monday, 16 July 2018
  • Updated: 16 July 2018, 03:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାତିରୁ ଭୁବନେଶ୍ୱରରେ ବର୍ଷା ହେଉଛି। ଭୋର୍ ବେଳକୁ ବର୍ଷା ଟିକେ ଛାଡ଼ି ଥିଲା। ସକାଳେ ଝିପିଝିପି ବର୍ଷା ଚାଲିଥିଲା। ତେବେ ମଝିରେ ଜୋର୍ ବର୍ଷା ହୋଇଥିଲା। ଏତେ ଜୋର୍‌ରେ ବର୍ଷା ହେଲା ଯେ ଦେଖୁ ଦେଖୁ ପୂରା ରାଜଧାନୀ ଜଳମଗ୍ନ ହୋଇଗଲା। କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ବହିଲା ତ କେଉଁଠି ଅଣ୍ଟାଏ ଉଚ୍ଚର। ବେଶ୍ କିଛି ସମୟ ଧରି ଭୁବନେଶ୍ୱରର ଅବସ୍ଥା କେମିତି ହୋଇଥିଲା ଏହି ଫଟୋଗୁଡ଼ିକରୁ ଦେଖି ଜାଣିପାରିବେ।

bus4bus6bus7bus8water6

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story