୩୦ ଜାନୁଆରୀ, ଶନିବାର: ବଡ଼ ସଫଳତା ମିଳିବ

ମେଷ: ଭାବୁଥିବା କାମ ସଂପନ୍ନ ହେବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତା ବଢ଼ିବ। କୌଣସି ନୂଆ କାମ ଆରମ୍ଭ ପାଇଁ ଦିନଟି ଭଲ ରହିଛି। ବୃଷ: ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ। ଆପଣଙ୍କ ବ୍ୟବହାର ଶତୃ ବୃଦ୍ଧି କରିବ। ତେଣୁ ସତର୍କ ରୁହନ୍ତୁ। ରୋଜଗାର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ। ମିଥୁନ: ଆଜି ବଡ ସଫଳତା […]

Daily Horoscope

Daily Horoscope

Jitendra Garnayak
  • Published: Saturday, 30 January 2021
  • Updated: 30 January 2021, 10:18 AM IST

Sports

Latest News

ମେଷ: ଭାବୁଥିବା କାମ ସଂପନ୍ନ ହେବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତା ବଢ଼ିବ। କୌଣସି ନୂଆ କାମ ଆରମ୍ଭ ପାଇଁ ଦିନଟି ଭଲ ରହିଛି।

ବୃଷ: ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ। ଆପଣଙ୍କ ବ୍ୟବହାର ଶତୃ ବୃଦ୍ଧି କରିବ। ତେଣୁ ସତର୍କ ରୁହନ୍ତୁ। ରୋଜଗାର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ।

ମିଥୁନ: ଆଜି ବଡ ସଫଳତା ମିଳିବ। ସମୟ ପୂର୍ବରୁ କାର୍ଯ୍ୟ ସଂପନ୍ନ ହୋଇଯିବ। ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ହେବେ। ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିବ।

କର୍କଟ: ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ। ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ସଫଳତା ପାଇଁ ଉଚ୍ଚ ଅଧିକାରୀଙ୍କ ଠାରୁ ପରାମର୍ଶ ମିଳିବ। ପରିବାର ସହ ସମୟ କାଟିବେ।

ସିଂହ: ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବ। ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାମକୁ ପରିବର୍ତ୍ତନ କରିପାରନ୍ତି।

କନ୍ୟା: ଆଜି ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ଅଫିସରେ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଥିଲେ, ଆଜି ହିଁ କରନ୍ତୁ। ଦେଖିବେ ସଫଳତା ମିଳିବ।

ତୁଳା: ଜୀବନସାଥୀଙ୍କ ବ୍ୟବହାର ମନକୁ ଅଶାନ୍ତ କରିବ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ବିଛା: ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ସମସ୍ତ ଚିନ୍ତାରୁ ଆଜି ମୁକ୍ତି ମିଳିବ। ଅନ୍ୟମାନଙ୍କର ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ।

ଧନୁ: କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ଆର୍ଥିକ ସ୍ଥିତି ଖରାପ ହୋଇପାରେ। ସାମ୍ବାଦିକତା କ୍ଷେତ୍ରରେ ନିଜ କାମ ପାଇଁ ପ୍ରଂଶସା ପାଇବେ।

ମକର: ଘରୋଇ କାର୍ଯ୍ୟକୁ ସଂପନ୍ନ କରିବାରେ ସକ୍ଷମ ହେବେ। କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

କୁମ୍ଭ: ଆଶା କରିଥିବା ଶୁଭ ଖବର ପାଇବେ। କୌଣସି କାର୍ଯ୍ୟରେ ମଧ୍ୟସ୍ଥତା କରନ୍ତୁ ନାହିଁ। ମହିଳାମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

ମୀନ: ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ନିଜର ବ୍ୟବହାର ପାଇଁ ପ୍ରଂଶସା ପାଇବେ। ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story