ମାଙ୍ଗଳିକ କାର୍ଯ୍ୟରେ ସ୍ୱାମୀଙ୍କ କେଉଁ ପାର୍ଶ୍ୱରେ ସ୍ତ୍ରୀ ବସିବା ଉଚିତ, ଜାଣିଛନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ହିନ୍ଦୁ ଶାସ୍ତ୍ରରେ ସ୍ତ୍ରୀକୁ ସ୍ୱାମୀଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ସ୍ୱାମୀଙ୍କ ଉପସ୍ଥିତି ସତ୍ତ୍ୱେ ସ୍ତ୍ରୀ ନ ଥିଲେ ତାହା ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ।  ସ୍ୱାମୀଙ୍କ ବାମ ପାର୍ଶ୍ୱରେ ସ୍ତ୍ରୀ ଉପସ୍ଥିତ ଥିଲେ ମାଙ୍ଗଳିକ କାର୍ଯ୍ୟର ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ, ବିବାହ, ପୂଜା ପାଠ, ଧାର୍ମିକ କାର୍ଯ୍ୟ ସବୁଥିରେ ସ୍ତ୍ରୀ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ରହିବା ଜରୁରୀ।  ଶାସ୍ତ୍ରରେ ସ୍ତ୍ରୀଙ୍କୁ  ସ୍ୱାମୀଙ୍କ […]

MRG-1...

MRG-1...

Niharika Rout
  • Published: Saturday, 30 March 2019
  • Updated: 30 March 2019, 12:27 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ହିନ୍ଦୁ ଶାସ୍ତ୍ରରେ ସ୍ତ୍ରୀକୁ ସ୍ୱାମୀଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ସ୍ୱାମୀଙ୍କ ଉପସ୍ଥିତି ସତ୍ତ୍ୱେ ସ୍ତ୍ରୀ ନ ଥିଲେ ତାହା ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ।  ସ୍ୱାମୀଙ୍କ ବାମ ପାର୍ଶ୍ୱରେ ସ୍ତ୍ରୀ ଉପସ୍ଥିତ ଥିଲେ ମାଙ୍ଗଳିକ କାର୍ଯ୍ୟର ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ହିନ୍ଦୁ ଧର୍ମ ଅନୁଯାୟୀ, ବିବାହ, ପୂଜା ପାଠ, ଧାର୍ମିକ କାର୍ଯ୍ୟ ସବୁଥିରେ ସ୍ତ୍ରୀ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ରହିବା ଜରୁରୀ।  ଶାସ୍ତ୍ରରେ ସ୍ତ୍ରୀଙ୍କୁ  ସ୍ୱାମୀଙ୍କ ବାମାଂଙ୍ଗୀ କୁହାଯାଏ। ଯାହାର ଅର୍ଥ ବାମ ଅଙ୍ଗର ଅଧିକାରୀ। ପୁରାଣରେ ଏହା ବର୍ଣ୍ଣିତ ଅଛି ଯେ, ଭଗବାନ ଶିବଙ୍କ ବାମ ଅଙ୍ଗରୁ ସ୍ତ୍ରୀଙ୍କ ଉତ୍ପତି ହୋଇଥିଲା।  ଏଥିଯୋଗୁ ଶିବ ଅର୍ଦ୍ଧନାରୀଶ୍ୱର ବେଶ ଧାରଣ କରିଛନ୍ତି ।

ଆସନ୍ତୁ ଜାଣିବା ସ୍ତ୍ରୀଙ୍କୁ ବାମାଂଙ୍ଗୀ କହିବା ପଛରେ ଶାସ୍ତ୍ରରେ କ’ଣ ରହିଛି କାରଣ।

-ଶାସ୍ତ୍ର ଅନୁଯାୟୀ,  ଯେକୌଣସି କାର୍ଯ୍ୟରେ ସୁଫଳ ପ୍ରାପ୍ତି ନିମନ୍ତେ ସ୍ତ୍ରୀ ସ୍ୱାମୀର ବାମ ପାର୍ଶ୍ୱରେ ରହିବା ଆବଶ୍ୟକ। ସିନ୍ଦୁର ଦାନ, ଆର୍ଶିବାଦ ଗ୍ରହଣ , ଗୃହ ପ୍ରବେଶ ଏପରିକି ଖାଇବା ସମୟରେ ବି ସ୍ତ୍ରୀ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ହିଁ ରହିବା ଆବଶ୍ୟକ।

- ବାମାଂଙ୍ଗୀ ହେବା ସତ୍ତ୍ୱେ ବହୁ କ୍ଷେତ୍ରରେ ସ୍ତ୍ରୀ ସ୍ୱାମୀଙ୍କ ଡାହାଣରେ ରହିଲେ ହିଁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।   ବିବାହ,  କନ୍ୟାଦାନ, ଯଜ୍ଞ କର୍ମ, ଜାତକ କର୍ମ, ନାମକରଣ, ଅନ୍ନ ପ୍ରାଶନ୍ନ ସମୟରେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ଡାହାଣ ପାର୍ଶ୍ୱରେ ବସିବା ଦରକାର ହୋଇଥାଏ।

-ସ୍ତ୍ରୀ ସ୍ୱାମୀର ବାମ କିମ୍ୱା ଡାହାଣ ପାର୍ଶ୍ୱରେ ବସିବ ସେ ନେଇ ଶାସ୍ତ୍ରରେ ବହୁ ଯୁକ୍ତି ଅଛି। ସାଂସାରିକ କର୍ମରେ ସାଧାରଣତଃ ସ୍ତ୍ରୀ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି। କାରଣ ଏହା ସ୍ତ୍ରୀ ପ୍ରଧାନ କର୍ମ ଅଟେ।

- ହେଲେ  ଯଜ୍ଞ, କନ୍ୟାଦାନ, ବିବାହ ଆଦି କାର୍ଯ୍ୟରେ ସ୍ତ୍ରୀ ସ୍ୱାମୀଙ୍କ ଡାହାଣ ପାର୍ଶ୍ୱରେ ବସିଥାଏନ୍ତି।  କାରଣ ଏହି ସବୁ କର୍ମ  ପୁରୁଷ ପ୍ରଧାନ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story