ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବେଳେ ବେଳେ ଆମ ପସନ୍ଦର ପୋଷାକଟି ଚୋରି ଗଲେ ମନକୁ ଭାରି ବାଧେ। ହେଲେ ଜାଣନ୍ତି, କ’ଣ ପାଇଁ ପୋଷାକ ଚୋରି ହୁଏ। ଏହି ପ୍ରଶ୍ନକୁ ଆପଣ ଅତି ସାଧାରଣ ଭାବି ହସିପାରନ୍ତି । ହେଲେ ପୋଷାକ କିଣିବାର ସମୟ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ। ପ୍ରାୟ ସମସ୍ତଙ୍କୁ ଶପିଂ କରିବାକୁ ଭଲ ଲାଗେ। ଖାସ୍ କରି ଝିଅମାନଙ୍କର କିଣାକିଣି ସଉକ୍ ଟିକେ ଅଧିକ। ଯେତେବେଳେ ମନହୁଏ, ଝିଅମାନେ ବେଧଡକ୍ ଶପିଂ କରନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶପିଂ କରିବାର ନିର୍ଦ୍ଦିଷ୍ଟ ବାର ଥାଏ। ଆସନ୍ତୁ, ସେହି ବାରଗୁଡିକ ସମ୍ପର୍କରେ ଜାଣିବା।
ରବିବାର- ରବିବାର ସୂର୍ଯ୍ୟ ଦେବତାଙ୍କ ବାର। ଏହି ଦିନ ଲାଲ୍ ରଙ୍ଗର ଡ୍ରେସ୍ କିଣନ୍ତୁ।
ମଙ୍ଗଳବାର- ଏହି ଦିନ ଜୋତା କିଣନ୍ତୁ ନାହିଁ। କିନ୍ତୁ ଡ୍ରେସ୍ କିଣି ପାରିବେ।
ବୁଧବାର- ଏହି ଦିନ ଘରକରଣା ସାମଗ୍ରୀ କିଣି ପାରିବେ।
ଗୁରୁବାର- ଏହି ଦିନ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଭଲ।
ଶୁକ୍ରବାର- ଏହି ଦିନ ପ୍ରସାଧାନ ସାମଗ୍ରୀ କିଣିବା ଭଲ।
ଶନିବାର-ଏହି ଦିନ ଚମଡ଼ା ଜାତୀୟ ଜିନିଷ କିଣନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Astrology
ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
Astrology
ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Astrology
ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ
ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
Astrology
ପାଖେଇ ଆସିଲାଣି ଦୀପାବଳି; ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ...
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ।
Astrology
ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ
ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।