ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ) ଘରର ସୌନ୍ଦର୍ଯ୍ୟ ପାଇଁ ଆମେ ସଜେଇ ଥାଉ। ବାହାରକୁ ଆକର୍ଷଣ ଦେଖାଯିବା ପାଇଁ କିଏ କେତେ ପ୍ରକାର ଜିନିଷ ବ୍ୟବହାର କରିଥାନ୍ତି। ସେଥି ମଧ୍ୟରୁ ପରଦା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଘରର ରଙ୍ଗକୁ ମ୍ୟାଚ୍ କଲା ଭଳି ପରଦା କିଣିବାକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଏହି ପରଦା ବ୍ୟବହାରରେ ମଧ୍ୟ ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ ଓ କୋଣରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ।
୧- ଈଶାନ (ଉତ୍ତର-ପୂର୍ବ)କୋଣରେ ଧଳା, କ୍ରିମ୍ କିମ୍ୱା ହଳଦିଆ ରଙ୍ଗର ପରଦା ଲଗାନ୍ତୁ।
୨- ଅଗ୍ନି କୋଣରେ ଲାଲ୍, ମେରୁନ କିମ୍ୱା ସିନ୍ଦୂର ରଙ୍ଗର ପରଦା ଲଗାଇବା ଉଚିତ।
୩- ଦକ୍ଷିଣ-ପଶ୍ଚିମ କୋଣରେ ସବୁଜ ଓ କଳା ରଙ୍ଗର ପରଦା ଲଗାଇବା ଉଚିତ।
୪- ଉତ୍ତର-ପଶ୍ଚିମ କୋଣରେ ନୀଳ, ପାଉଁସିଆ ଓ ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ।
ବାସ୍ତୁ ଅନୁସାରେ ଏହିପରି ରଙ୍ଗର ପରଦା ଲଗାଇବା ଦ୍ୱାରା ପରିବାର ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବଜାୟ ରହେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Astrology
ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
Astrology
ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Astrology
ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ
ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
Astrology
ପାଖେଇ ଆସିଲାଣି ଦୀପାବଳି; ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ...
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ।
Astrology
ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ
ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।