୧୯ ଏପ୍ରିଲ, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଶରୀରରେ ଆଘାତ ଲାଗିପାରେ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। କର୍କଟ: କୌଣସି ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ, ଆଜି ସେଥିରେ […]

Horoscope

Horoscope

Jitendra Garnayak
  • Published: Monday, 19 April 2021
  • Updated: 19 April 2021, 07:35 AM IST

Sports

Latest News

ମେଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ନେଇ ଚିନ୍ତାଗ୍ରସ୍ତ ହେବେ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଶରୀରରେ ଆଘାତ ଲାଗିପାରେ। ବନ୍ଧୁମାନେ ସହଯୋଗର ହାତ ବଢାଇବେ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।

କର୍କଟ: କୌଣସି ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ, ଆଜି ସେଥିରେ ସୁଧାର ଆସିବ। ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ।

ସିଂହ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଜଗିରଖି ଦିନଟି ଚଳନ୍ତୁ। ଅପରାହ୍ନରେ ଖୁସି ଖବର ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସମାଜରେ ପତିଆରା ବଢ଼ିବ। ମିଡିଆ ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସମ୍ମାନ ହାନି ହୋଇପାରେ।

ବିଛା: ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ଅପରାହ୍ନରେ କିଛି ଖୁସି ଖବର ମିଳିପାରେ।

ଧନୁ: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଘରକୁ ଅତିଥି ଆସିବେ।

ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ହସଖୁସିରେ ଦିନଟି କଟିବ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ।

କୁମ୍ଭ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ।

ମୀନ: କୌଣସି କଥାକୁ ନେଇ ପରିବାରରେ କଳିଝଗଡ଼ ହୋଇପାରେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story