୨୮ ଜାନୁଆରୀ, ଗୁରୁବାର: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ଠାରୁ ଗାଳି ଖାଇପାରନ୍ତି

ମେଷ: ଶରୀର ଅସୁସ୍ଥ ରହିବ। ହଠାତ୍ ଅଧିକ ଅର୍ଥ ବ୍ୟୟ ହେବ। ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେବ। ମନ ଅଶାନ୍ତ ରହିବ। ପ୍ରତିକାର– ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ବୃଷ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଚିନ୍ତା ଦୂର ହେବ। ପ୍ରତିକାର– ମହୁ ଖାଇ ଘରୁ ବାହାରନ୍ତୁ। ମିଥୁନ: ଦୀର୍ଘଦିନର ଆଶା ପୂରଣ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ। ନୂଆ ଚାକିରି ଅଫର ମିଳିପାରେ। ପ୍ରତିକାର– ସବୁଜ ରଙ୍ଗର […]

Daily Horoscope

Daily Horoscope

Jitendra Garnayak
  • Published: Thursday, 28 January 2021
  • Updated: 28 January 2021, 09:15 AM IST

Sports

Latest News

ମେଷ: ଶରୀର ଅସୁସ୍ଥ ରହିବ। ହଠାତ୍ ଅଧିକ ଅର୍ଥ ବ୍ୟୟ ହେବ। ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେବ। ମନ ଅଶାନ୍ତ ରହିବ। ପ୍ରତିକାର- ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ବୃଷ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଚିନ୍ତା ଦୂର ହେବ। ପ୍ରତିକାର- ମହୁ ଖାଇ ଘରୁ ବାହାରନ୍ତୁ।

ମିଥୁନ: ଦୀର୍ଘଦିନର ଆଶା ପୂରଣ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ। ନୂଆ ଚାକିରି ଅଫର ମିଳିପାରେ। ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ।

କର୍କଟ: ଗତକାଲିଠାରୁ ଚିନ୍ତା କରିଥିବା କାମଟି ସୁବିଧାରେ ଓ ସହଜରେ ସଂପନ୍ନ ହେବ। ଶୁଭ ଖବର ମିଳିବ। ପୂର୍ବ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ମଧୁର କଥାଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ।

ସିଂହ: ବନ୍ଧୁଙ୍କ ସାହାଯ୍ୟରେ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ଲକ୍ଷ୍ୟପ୍ରାପ୍ତିରେ ସଫଳ ହେବେ। ପରିବାରରେ କୌଣସି ଦ୍ରବ୍ୟନଷ୍ଟ ଯୋଗୁ ମନ ଅଶାନ୍ତ ରହିପାରେ। ବିବାଦୀୟ ଘଟଣାରେ ବିଜୟଲାଭ କରିବେ।

କନ୍ୟା: ବହୁଦିନର ସମସ୍ୟାର ସମାଧାନ ହୋଇଯିବ। ଘର ପାଇଁ କିଛି ଦାମୀ ଜିନିଷ କିଣିବାର ସୁଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ।

ତୁଳା: ଅଫିସ୍‌ରେ ଉଚ୍ଚ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। କାହାକୁ ଖରାପ ବ୍ୟବହାର କରନ୍ତୁ ନାହିଁ କି କଟୁ କଥା କୁହନ୍ତୁ ନାହିଁ।

ବିଛା: ବକେୟା ଅର୍ଥ ଫେରି ପାଇବେ। ଅସୁସ୍ଥ ଅନୁଭବ କରିବେ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦର ସମାଧାନ କରିବେ। ହନୁମାନଙ୍କ ପାଖରେ ପେଡ଼ା ଭୋଗ ଲଗାନ୍ତୁ।

ଧନୁ: କଥା କହିବା ବେଳେ ସଂଯମତା ରକ୍ଷା କରନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ଠାରୁ ଗାଳି ଖାଇପାରନ୍ତି। ଅଳସୁଆ ହୁଅନ୍ତୁ ନାହିଁ।

ମକର: ବହୁଦିନର ଆଶା ପୂରଣ ହେବ। ବ୍ୟସ୍ତତା ଭିତରେ ସମୟ କଟିବ। ସମ୍ପତ୍ତି ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ: ଗୁରୁଜନଙ୍କ ଠାରୁ ସାହାଯ୍ୟ ପାଇବେ। ବ୍ୟବସାୟ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ସେମାନଙ୍କର କୌଣସି ପୁରୁଣା ସମସ୍ୟାର ସମାଧାନ କରିବେ।

ମୀନ: ବନ୍ଧୁଙ୍କର ସାହାଯ୍ୟରେ ଅଟକି ରହିଥିବା କାର୍ଯ୍ୟକୁ ସଂପନ୍ନ କରିବେ। କରିଥିବା କର୍ମ ପାଇଁ ପୁରସ୍କୃତ ହେବେ । ଈଷ୍ଟ ଦେବୀଙ୍କର ମନ୍ତ୍ର ପାଠ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story