୩୧ ଜାନୁଆରୀ, ରବିବାର: ଦାମୀ ଉପହାର ପାଇବେ

ମେଷ: ପ୍ରତ୍ୟେକ କ୍ଷେତ୍ରରେ ବାଧା ଉପୁଜିବ। ଖର୍ଚ୍ଚାନ୍ତ ହେବେ। ଘରେ ସମସ୍ୟା ଲାଗି ରହିବ। ପ୍ରତିକାର– ସୂର୍ଯ୍ୟଙ୍କୁ ଲାଲ୍ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ବୃଷ: ଆକସ୍ମିକ ଭାବେ କୌଣସି ଆଲୋଚନାରେ ନିଜକୁ ସାମିଲ କରିପାରନ୍ତି। ଦୀର୍ଘ ଦିନର ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ ହେବ। ଆର୍ଥିକ ସହାୟତା ପାଇପାରନ୍ତି। ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିବେ। କର୍କଟ: ଆଶା କରୁଥିବା ଦିଗରୁ ସଫଳତା ପାଇବା […]

Daily Horoscope

Daily Horoscope

Jitendra Garnayak
  • Published: Sunday, 31 January 2021
  • Updated: 31 January 2021, 08:07 AM IST

ମେଷ: ପ୍ରତ୍ୟେକ କ୍ଷେତ୍ରରେ ବାଧା ଉପୁଜିବ। ଖର୍ଚ୍ଚାନ୍ତ ହେବେ। ଘରେ ସମସ୍ୟା ଲାଗି ରହିବ। ପ୍ରତିକାର- ସୂର୍ଯ୍ୟଙ୍କୁ ଲାଲ୍ ମନ୍ଦାର ଫୁଲ ଅର୍ପଣ କରନ୍ତୁ।

ବୃଷ: ଆକସ୍ମିକ ଭାବେ କୌଣସି ଆଲୋଚନାରେ ନିଜକୁ ସାମିଲ କରିପାରନ୍ତି। ଦୀର୍ଘ ଦିନର ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ ହେବ। ଆର୍ଥିକ ସହାୟତା ପାଇପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିବେ।

କର୍କଟ: ଆଶା କରୁଥିବା ଦିଗରୁ ସଫଳତା ପାଇବା କଷ୍ଟକର ହେବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ। ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କରେ ସୁଧାର ଆସିବ।

ସିଂହ: ବନ୍ଧୁଙ୍କ ସାହାଯ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରିବେ। ଦାମୀ ଉପହାର ପାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ।

କନ୍ୟା: ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇବେ। ଅନ୍ୟମାନଙ୍କର କାମ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ।

ତୁଳା: ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ। ରାଜନୀତି ଓ ସଂଗଠନ କ୍ଷେତ୍ରରେ ସଫଳତା ପାଇବେ।

ବିଛା: ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।

ଧନୁ: ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବାର ଭିତରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ମକର: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ମନକୁ ଅସ୍ଥିର କରାଇବ। ପଡ଼ୋଶୀଙ୍କ ସହିତ ବିବାଦ ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।

କୁମ୍ଭ: ସହଯୋଗୀଙ୍କ ସହ ଶତ୍ରୁତାର ପରିସମାପ୍ତି ଘଟିପାରେ। ବାରମ୍ବାର କାମରେ ପରିବର୍ତ୍ତନ ଯୋଗୁ ଚିନ୍ତିତ ରହିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଘରେ ଆଲୋଚନା କରିପାରନ୍ତି। ନୂତନ ଯାନବାହନ କିଣିବା ପାଇଁ ମନସ୍ଥ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story