୯ ଜୁନ୍‌, ଶୁକ୍ରବାର: ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ

ମେଷ: ଦିନଟି ବେଶ୍ ଭଲ ରହିବ। ନିଜ ଯୋଜନାରେ ସଫଳ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: କିଛି ନୂଆ କରିବା ପାଇଁ ଚିନ୍ତା କରିବେ। ମହିଳାମାନେ ଘରେ ଓ ବାହାରେ ସବୁଠି ପ୍ରଶଂସା ପାଇବେ। ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ଆର୍ଥିକ ଉନ୍ନତି ଘଟିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ ରହିଛି। ଜୀବନରେ କିଛି ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ […]

money

money

Jitendra Garnayak
  • Published: Friday, 09 July 2021
  • Updated: 09 July 2021, 08:06 AM IST

Sports

Latest News

ମେଷ: ଦିନଟି ବେଶ୍ ଭଲ ରହିବ। ନିଜ ଯୋଜନାରେ ସଫଳ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: କିଛି ନୂଆ କରିବା ପାଇଁ ଚିନ୍ତା କରିବେ। ମହିଳାମାନେ ଘରେ ଓ ବାହାରେ ସବୁଠି ପ୍ରଶଂସା ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ଆର୍ଥିକ ଉନ୍ନତି ଘଟିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ ରହିଛି। ଜୀବନରେ କିଛି ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିପାରେ।

ସିଂହ: ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାଦିଷ୍ଟ ଭୋଜନ ମିଳିବ।

କନ୍ୟା: ମିଠାମିଠା କଥା କହି ସବୁ କାମ କରାଇ ନେବେ। କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ।

ତୁଳା: ସାମାଜିକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ନୂଆ ଗାଡ଼ି କିଣିବା ପାଇଁ ଯୋଜନା କରିପାରନ୍ତି।

ବିଛା: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। କେଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବାକୁ ପଡ଼ିପାରେ।

ଧନୁ: ଧନ ଲାଭ ହେବ। ନିଜ କାମରେ ଧ୍ୟାନ ଦେବେ। ଦିନଟି ବ୍ୟସ୍ତତା ଭିତରେ କଟିପାରେ।

ମକର: ପରିବାରରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

କୁମ୍ଭ: ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଆଜି କୌଣସି ବଡ଼ ଡିଲ୍ କରିପାରନ୍ତି। ବକେୟା ଅର୍ଥ ଫେରି ପାଇବା ନେଇ ବିବାଦ ଦେଖା ଦେଇପାରେ।

ମୀନ: ଆଧାତ୍ମିକ ଭାବନାରେ ସମୟ କଟିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story